ମନୋରଞ୍ଜନ

Hospitalised: ଆୟକର ବିଭାଗର ଚଢ଼ଉ ଖବର ପାଇ ଲଣ୍ଡନରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଜଣାଶୁଣା ପ୍ରଯୋଜକ ବାସୁ ଭଗନାନୀ

ବିଖ୍ୟାତ ପ୍ରଯୋଜକ ବାସୁ ଭଗନାନୀଙ୍କୁ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଯୋଜକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚରାଯିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ନିଜର ଗୋପନୀୟତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।

ମୁମ୍ବାଇ: ଏଣେ ଆୟକର ବିଭାଗର ଚଢ଼ଉ, ତେଣେ ପ୍ରଯୋଜକ ଶ୍ବଶୁର ଡାକ୍ତରଖାନାରେ ଭର୍ତ୍ତି। ହଁ, ବିଖ୍ୟାତ ପ୍ରଯୋଜକ ବାସୁ ଭଗନାନୀଙ୍କୁ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଯୋଜକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚରାଯିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ନିଜର ଗୋପନୀୟତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଅର୍ଥାତ୍ ଡାକ୍ତରଖାନା କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button