ଦେଶ ବିଦେଶ

UCC ଲାଗୁ କରିବାରେ ଉତ୍ତରାଖଣ୍ଡ ପରେ ଗୁଜରାଟ ଦ୍ବିତୀୟ ରାଜ୍ୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ସମାନ ନାଗରିକ ସଂହିତା ବିଲ୍‌ ୨୦୨୬କୁ ତାଙ୍କ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ସ୍ବାଧୀନ ଭାରତରେ ଉତ୍ତରାଖଣ୍ଡ ପରେ ଗୁଜରାଟ ୟୁସିସି ଲାଗୁ କରିବାରେ ଦ୍ବିତୀୟ ରାଜ୍ୟ ହେବ।

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ୨୦୨୬କୁ ତାଙ୍କ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ସ୍ବାଧୀନ ଭାରତରେ ଉତ୍ତରାଖଣ୍ଡ ପରେ ଗୁଜରାଟ ୟୁସିସି ଲାଗୁ କରିବାରେ ଦ୍ବିତୀୟ ରାଜ୍ୟ ହେବ। ୨୪ ମାର୍ଚ୍ଚରେ ଆଠ ଘଣ୍ଟାର ବିତର୍କ ପରେ ଗୃହୀତ ଏହି ଆଇନ ରାଜ୍ୟର ଅନୁସୂଚିତ ଜନଜାତି ଜନସଂଖ୍ୟାକୁ ଛାଡ଼ ଦେଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button