ରାଜ୍ୟ

Earth Again Conference 2026: ପ୍ରକୃତି ଓ ପରିବେଶ ମଧ୍ୟ ଆମ ଭିତରେ ବାସ କରିବା ଉଚିତ୍: ଲାଜାର

ସର୍ବିଆର ନାଗରିକ ତଥା କ୍ଲିନ ଫର ଇଣ୍ଡିଆର ଲାଜାର ଭାରତରେ ବିଗତ ୮ ବର୍ଷ ହେଲା ରହୁଛନ୍ତି। ଏହି ରହଣି କାଳରେ ସେ ଭାରତୀୟ ପରିବେଶ ସଂପର୍କରେ ଅଭିଜ୍ଞତା ହାସଲ କରିଛନ୍ତି। ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର...

ଭୁବନେଶ୍ବର: ସର୍ବିଆର ନାଗରିକ ତଥା କ୍ଲିନ ଫର ଇଣ୍ଡିଆର ଲାଜାର ଭାରତରେ ବିଗତ ୮ ବର୍ଷ ହେଲା ରହୁଛନ୍ତି। ଏହି ରହଣି କାଳରେ ସେ ଭାରତୀୟ ପରିବେଶ ସଂପର୍କରେ ଅଭିଜ୍ଞତା ହାସଲ କରିଛନ୍ତି। ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର କାର୍ଯ୍ୟକ୍ରମରେ ଶୁକ୍ରବାର କହିଛନ୍ତି, ଆମେ ନିଜେ ନିଜେ ଯଦି ସଚେତନ ହୋଇ ନିଜ ନିଜ ଚାରିପାଖକୁ ସଫା ରଖିବା ତେବେ ପୃଥିବୀ ସଫା ହେଇଯିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button