ରାଜ୍ୟ

Student union election: ଛାତ୍ର ସଂସଦ ନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି: କଲେଜ କ୍ୟାମ୍ପସକୁ ଅଣଛାତ୍ର ମନା

ରାଜ୍ୟରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପୁଲିସ ଡିଜି ବିନୟତୋଷ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଅଣଛାତ୍ର କ୍ୟାମ୍ପସ୍‌ ଭିତରକୁ ପଶିପାରିବେ ନାହିଁ। ଅସାମାଜିକ ତତ୍ତ୍ବଙ୍କ ଉପରେ ଥାନା ପୁଲିସ କଡ଼ା ନଜର ରଖିବ।

କଟକ: ରାଜ୍ୟରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପୁଲିସ ଡିଜି ବିନୟତୋଷ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଅଣଛାତ୍ର କ୍ୟାମ୍ପସ୍‌ ଭିତରକୁ ପଶିପାରିବେ ନାହିଁ। ଅସାମାଜିକ ତତ୍ତ୍ବଙ୍କ ଉପରେ ଥାନା ପୁଲିସ କଡ଼ା ନଜର ରଖିବ। ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନର ସ୍ଥିତି ସମ୍ପର୍କରେ ଡିଜି ସମୀକ୍ଷା କରିବା ସହିତ ପର୍ବପର୍ବାଣି ସମୟରେ ଆଇନଶୃଙ୍ଖଳା, ମହିଳା ସୁରକ୍ଷା, ସାଇବର ଅପରାଧ, ଅପରାଧ ନିୟନ୍ତ୍ରଣ ଓ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button