ରାଜ୍ୟ

SDC: ଆସ୍ଥା ଓ ଅସ୍ତିତ୍ବ ହରାଉଛି ଏସ୍‌ଡିସି: ଅଧ୍ୟକ୍ଷ ନିଯୁକ୍ତିକୁ ୬ ମାସ, ପୂର୍ଣ୍ଣାଙ୍ଗ ପରିଷଦ କେବେ

ଆଦିବାସୀ ସଂସ୍କୃତି ଓ କଳାର ପୁନରୁଦ୍ଧାର ଉଦ୍ଦେଶ୍ୟରେ ୨୦୧୮ ମସିହାରେ ଗଠନ ହୋଇଥିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି)। କିନ୍ତୁ ଦୁଇ ବର୍ଷ ହେଲା ପରିଷଦର ଅସ୍ତିତ୍ବକୁ ନେଇ ସଂକଟ ଦେଖାଦେଇଥିବା ବେଳେ ଏବେ ଆସ୍ଥା ହରାଇବାକୁ ଲାଗିଲାଣି।

କୋରାପୁଟ (ପ୍ରଦୀପ କୁମାର ପାଢ଼ୀ): ଆଦିବାସୀ ସଂସ୍କୃତି ଓ କଳାର ପୁନରୁଦ୍ଧାର ଉଦ୍ଦେଶ୍ୟରେ ୨୦୧୮ ମସିହାରେ ଗଠନ ହୋଇଥିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି)। କିନ୍ତୁ ଦୁଇ ବର୍ଷ ହେଲା ପରିଷଦର ଅସ୍ତିତ୍ବକୁ ନେଇ ସଂକଟ ଦେଖାଦେଇଥିବା ବେଳେ ଏବେ ଆସ୍ଥା ହରାଇବାକୁ ଲାଗିଲାଣି। କାରଣ ୨୦୨୪ ସାଧାରଣ ନିର୍ବାଚନ ପରେ ନୂଆ ସରକାର ପରିଷଦକୁ ଭଙ୍ଗ କରିଥିଲେ। ଦୁଇ ବର୍ଷ ପରେ ଚଳିତବର୍ଷ ଏପ୍ରିଲରେ ପରିଷଦକୁ ପୁଣି କ୍ରିୟାଶୀଳ କରିବାକୁ ସରକାର ପଦକ୍ଷେପ ନେଲେ। ଅନୁସୂଚିତ ଜନଜାତି ବସବାସ କରୁଥିବା ୨୩ ଜିଲ୍ଲା ନିମନ୍ତେ ନୂଆ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ। ତେବେ ୬ମାସ ବିତିବା ପରେ ମଧ୍ୟ ପୂର୍ଣ୍ଣାଙ୍ଗ ପରିଷଦ ଗଠନ ହୋଇପାରିଲା ନାହିଁ। ଅନ୍ୟପଟେ ପରିଷଦର ନିଜସ୍ବ ଗାଡ଼ି କିମ୍ବା ପାଣ୍ଠି ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button