ରାଜ୍ୟ

DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର

ଜିଲ୍ଲା ଖଣିଜ ପାଣ୍ଠିରେ ସ୍ବାସ୍ଥ୍ୟ ବିଭାଗର ୪ଟି ପ୍ରକଳ୍ପର ଅନୁସଙ୍ଗକି ଭିତ୍ତିଭୂମି ପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରୁ ମାତ୍ର ୨୫ଲକ୍ଷ ୩୯ହଜାର ୬୦୪ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇଛି।

ନବରଙ୍ଗପୁର (ସୁରେଶ ନାଇଡୁ):ଜିଲ୍ଲା ଖଣିଜ ପାଣ୍ଠିରେ ସ୍ବାସ୍ଥ୍ୟ ବିଭାଗର ୪ଟି  ପ୍ରକଳ୍ପର ଅନୁସଙ୍ଗକି ଭିତ୍ତିଭୂମି ପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରୁ ମାତ୍ର ୨୫ଲକ୍ଷ ୩୯ହଜାର ୬୦୪ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇଛି। ୭ବର୍ଷ ପରେ ବି ଦାଖଲ ହୋଇନି। ୨୦୨୫ମସିହାରେ ଜିଲ୍ଲା ପରିଷଦ ପକ୍ଷରୁ କାମ ଗୁଡ଼ିକ ଯାଞ୍ଚ ହୋଇଥିବା ବେଳେ ଏବେ ଏଗୁଡିକର ରକ୍ଷଣାବେକ୍ଷଣ ଓ ଦେଖାରଖା ଅଭାବରୁ ଧୀରେ ଧୀରେ ଖରାପ ହେବାରେ ଲାଗିଛି। ଏହି କାମର ଫାଇଲ୍ ନାଲିପିତା ତଳକୁ ପଳାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button