ରାଜ୍ୟ
Police Raid Gambling Den ପାରଳାଖେମୁଣ୍ଡିରେ ଚଢ଼ାଉ: କଲ୍ୟାଣମଣ୍ଡପରେ ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଦେବିତି ନିକଟ କଲ୍ୟାଣମଣ୍ଡପରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖିଛି। ୧୨ ଲକ୍ଷ ଟଙ୍କା, ୯ଟି କାର୍ ଓ ୬୦ଟି ମୋବାଇଲ ଜବତ ହୋଇଛି।

୭୦ରୁ ଊର୍ଦ୍ଧ୍ୱ ଅଟକ, ୧୨ ଲକ୍ଷ ଟଙ୍କା ସହ ୯ କାର ଓ ୬୦ ମୋବାଇଲ ଜବତ
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ):ଗଜପତିଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ଦେବିତି ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉକରିଛି।
ସୌଜନ୍ୟ ସମ୍ବାଦ




