ରାଜ୍ୟ

Garbage: ଆବର୍ଜନା ବଳୟ‌ରେ ବେଣ୍ଟ ପୋଖରୀ

ବେଣ୍ଟ ପୋଖରୀ ଚତୁଃପାର୍ଶ୍ବ ପାଲଟିଛି ମୁକ୍ତ ଶୌଚାଳୟ। ବେଣ୍ଟ ପୋଖରୀର ପବିତ୍ରତାରେ ବାଧକ ସାଜିଛି ଆବର୍ଜନା। ଦେବଦେବୀଙ୍କ ପ୍ରସ୍ତର ମୂର୍ତ୍ତିରେ ସୁସଜ୍ଜିତ ହୋଇଛି, କିନ୍ତୁ ପୋଖରୀ ଦାଢ଼ରେ ମଳ-ମୂତ୍ର ସବୁ ସାରିଦେଉଛନ୍ତି।

ପୁରୀ: ବେଣ୍ଟ ପୋଖରୀ ଚତୁଃପାର୍ଶ୍ବ ପାଲଟିଛି ମୁକ୍ତ ଶୌଚାଳୟ। ବେଣ୍ଟ ପୋଖରୀର ପବିତ୍ରତାରେ ବାଧକ ସାଜିଛି ଆବର୍ଜନା। ଦେବଦେବୀଙ୍କ ପ୍ରସ୍ତର ମୂର୍ତ୍ତିରେ ସୁସଜ୍ଜିତ ହୋଇଛି, କିନ୍ତୁ ପୋଖରୀ ଦାଢ଼ରେ ମଳ-ମୂତ୍ର ସବୁ ସାରିଦେଉଛନ୍ତି। ପୋଖରୀକୁ ଆବର୍ଜନା ନଯିବା ଲାଗି ନିକଟରେ ଦୁଇଟି ପଥର କୁଣ୍ଡର ଡଷ୍ଟବିନ୍‌ କରାଯାଇଛି, କିନ୍ତୁ ଏଥିରୁ ଅଳିଆ ଉଠୁନାହିଁ। ଏ କଥା ଆଜି କାଲିର ନୁହେଁ, ବରଂ ସବୁଦିନ ଏହି ବିଷମ ସମସ୍ୟା ସହ ଯୁଝେ ଏହି ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button