ରାଜ୍ୟ

Gambling Den Raid: ଜୁଆ ଆଡ୍ଡାରେ ପୁଲିସର ରେଡ୍, ୭୦ ଗିରଫ, ୧୨ ଲକ୍ଷ ଟଙ୍କା ସହ ୯ କାର୍‌ ଓ ୧୨ ବାଇକ୍‌ ଜବତ

ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ  ପରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ଏବଂ  ଆବଶ୍ୟକ ସ୍ଥଳେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି  ଆଦର୍ଶ ଥାନାଧିକାରୀ ।  ଧରା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ଆନ୍ଧ୍ରପ୍ରଦେଶର  ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଜଣ ସରକାରୀ ଚାକିରି ମଧ୍ୟ କରୁଥିବା  ଆଲୋଚନା ହେଉଛି । ଯେହେତୁ ଓଡ଼ିଶା, ଆନ୍ଧ୍ରପ୍ରଦେଶର ଲୋକମାନେ  ଏଥିରେ ସମ୍ପୃକ୍ତ ତେଣୁ ଏହି ବଡ଼ଧରଣର ଜୁଆ ଆଡ୍ଡା କେଉଁମାନେ  ଚଲାଉଥିଲେ, ଏହା ପଛର ମାଷ୍ଟର୍‌ମାଇଣ୍ଡ୍‌ କିଏ ସେନେଇ ଏବେ ଚର୍ଚ୍ଚା  ଜୋର୍‌ ଧରିଛି । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ   ମଧ୍ୟ ତଦନ୍ତ କରୁଛି ପୁଲିସ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button