ମନୋରଞ୍ଜନ
Mrinal’s Definition of Beauty: ମୃଣାଳଙ୍କ ସୌନ୍ଦର୍ଯ୍ୟର ପରିଭାଷା
ଚେହେରାର ରଙ୍ଗ ବଦଳାଇବାକୁ କ୍ରିମ୍ ଲଗାଇବା, ଶରୀରର ଆକୃତି ପରିବର୍ତ୍ତନ କରିବାକୁ ପ୍ଲାଷ୍ଟିକ୍ ସର୍ଜରିର ସହାୟତା ନେବା ଆଦି ଆଜି ଏକ ସାଧାରଣ କଥା ପାଲଟିଯାଇଥିବା ବେଳେ ଏ ପ୍ରସଙ୍ଗରେ ଭିନ୍ନ ବାର୍ତ୍ତା ଦେଇଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର।

ଚେହେରାର ରଙ୍ଗ ବଦଳାଇବାକୁ କ୍ରିମ୍ ଲଗାଇବା, ଶରୀରର ଆକୃତି ପରିବର୍ତ୍ତନ କରିବାକୁ ପ୍ଲାଷ୍ଟିକ୍ ସର୍ଜରିର ସହାୟତା ନେବା ଆଦି ଆଜି ଏକ ସାଧାରଣ କଥା ପାଲଟିଯାଇଥିବା ବେଳେ ଏ ପ୍ରସଙ୍ଗରେ ଭିନ୍ନ ବାର୍ତ୍ତା ଦେଇଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର। ଯେପରି ଅଛନ୍ତି, ନିଜକୁ ସେପରି ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏପରି କରିବା ଦ୍ୱାରା ଜୀବନ ଅଧିକ ସହଜ ହୋଇଯାଏ ବୋଲି ମୃଣାଳ ବିଶ୍ୱାସ କରନ୍ତି।
ସୌଜନ୍ୟ ସମ୍ବାଦ




