ସାରା ଦେଶରେ ପ୍ରଦୂଷଣ ସ୍ତର ବଢ଼ି ଶ୍ବାସକ୍ରିୟାକୁ କଷ୍ଟକର କରିଦେଇଛି। ବାହାରେ ବାୟୁ ପ୍ରଦୂଷଣ ବଢ଼ିଲେ ଘର ଭିତର ବାୟୁର ଗୁଣବତ୍ତା ମଧ୍ୟ ଉତ୍ତମ ରହେ ନାହିଁ। ବାୟୁକୁ ସତେଜ ତଥା ପରିଷ୍କାର କରିବାର ଏକ ସରଳ ଉପାୟ ହେଉଛି ତାହାକୁ ଶୀଘ୍ର ସଫା କରୁଥିବା ଗଛ ଲଗାଇବା। ସେଭଳି କିଛି ବୃକ୍ଷ ବିଷୟରେ ଜାଣିବା।
ସୌଜନ୍ୟ ସମ୍ବାଦ

