ଖେଳ
Asian Games: ଉଷୁ ଫାଇନାଲ୍ରେ ରୋଶିବିନା
ଲଗାତାର ତୃତୀୟ ଏସୀୟ କ୍ରୀଡ଼ା ପଦକ ପକ୍କା କରି ହ୍ୟାଟ୍ରିକ୍ ଅର୍ଜନ କରିଥିବା ଭାରତୀୟ ଉଷୁ ଖେଳାଳି ନାଓରେମ ରୋଶିବିନା ଦେବୀ ଏବେ ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୧୮ ଓ ୨୦୨୩ ସଂସ୍କରଣରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତିଥିବା ରୋଶିବିନା ବୁଧବାର ୬୦ କିଲୋଗ୍ରାମ୍...

ଲଗାତାର ତୃତୀୟ ଏସୀୟ କ୍ରୀଡ଼ା ପଦକ ପକ୍କା କରି ହ୍ୟାଟ୍ରିକ୍ ଅର୍ଜନ କରିଥିବା ଭାରତୀୟ ଉଷୁ ଖେଳାଳି ନାଓରେମ ରୋଶିବିନା ଦେବୀ ଏବେ ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୧୮ ଓ ୨୦୨୩ ସଂସ୍କରଣରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତିଥିବା ରୋଶିବିନା ବୁଧବାର ୬୦ କିଲୋଗ୍ରାମ୍ ସେମିଫାଇନାଲ୍ରେ ଇଣ୍ଡୋନେସିଆର ତାନିଆ କୁସୁମାନିଙ୍ଗ୍ତିଆସ୍ଙ୍କୁ ୨-୦ରେ ମାତ୍ ଦେଇ ଫାଇନାଲ୍ରେ ପହଞ୍ଚିଛନ୍ତି।
ସୌଜନ୍ୟ ସମ୍ବାଦ




