Atomic bombs will keep the world safe: ପୃଥିବୀକୁ ସୁରକ୍ଷିତ ରଖିବ ପରମାଣୁ ବୋମା!

ପୃଥିବୀକୁ ସୁରକ୍ଷିତ ରଖିବା ଲାଗି ପରମାଣୁ ବଳରେ ମନୁଷ୍ୟ ପୃଥିବୀ ଅଭିମୁଖେ ଅଗ୍ରସର କୌଣସି ଗ୍ରହାଣୁର ପଥଭ୍ରଷ୍ଟ କରିପାରିବ କି? ଗ୍ରହାଣୁ ମାଡ଼ଜନିତ ମହାପ୍ରଳୟ ଏଡ଼ାଇବା ନିମନ୍ତେ ଏହା ଏକ ସଫଳ ଉପାୟ ହୋଇପାରେ....

ପୃଥିବୀକୁ ସୁରକ୍ଷିତ ରଖିବା ଲାଗି ପରମାଣୁ ବଳରେ ମନୁଷ୍ୟ ପୃଥିବୀ ଅଭିମୁଖେ ଅଗ୍ରସର କୌଣସି ଗ୍ରହାଣୁର ପଥଭ୍ରଷ୍ଟ କରିପାରିବ କି? ଗ୍ରହାଣୁ ମାଡ଼ଜନିତ ମହାପ୍ରଳୟ ଏଡ଼ାଇବା ନିମନ୍ତେ ଏହା ଏକ ସଫଳ ଉପାୟ ହୋଇପାରେ ବୋଲି ସଂଘାତ ପ୍ରଭାବ ଆକଳନ ନିମନ୍ତେ କରାଯାଇଥିବା ‘ଇମ୍ପାକ୍ଟ ସିମ୍ୟୁଲେସନ୍‌’ ବା କୃତ୍ରିମ ପରୀକ୍ଷାରୁ ଆଭାସ ମିଳିଛି।

Exit mobile version