ରାଜ୍ୟ

Bamboo: ବାଉଁଶଶୂନ୍ୟ ହୋଇଯିବ ନୟାଗଡ଼ ବନଖଣ୍ଡ: ଅଭିବୃଦ୍ଧି ପ୍ରତି ଦିଆଯାଉନି ଗୁରୁତ୍ବ

ନୟାଗଡ଼ ବନଖଣ୍ତରେ ଏବେ ବାଉଁଶ ଜଙ୍ଗଲର ଅଭିବୃଦ୍ଧି ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ନୂଆ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପରିପକ୍ବ ବାଉଁଶ ସଂଗ୍ରହ ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ।

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ନୟାଗଡ଼ ବନଖଣ୍ତରେ ଏବେ ବାଉଁଶ ଜଙ୍ଗଲର ଅଭିବୃଦ୍ଧି ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ନୂଆ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପରିପକ୍ବ ବାଉଁଶ ସଂଗ୍ରହ ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ଜଙ୍ଗଲରୁ ବାଉଁଶ ସଂଗ୍ରହ କରିବା ପାଇଁ ସରକାର ଏବେ ବେସରକାରୀ ସଂସ୍ଥା ହାତକୁ ଦାୟିତ୍ବ ଟେକି ଦେଇଛନ୍ତି। ସଂସ୍ଥା ନିଜକୁ ସୁହାଇବା ଭଳି ଜଙ୍ଗଲରୁ କେବଳ ବାଉଁଶ ସଂଗ୍ରହ କରୁଛି। ନାନା ବାହାନା ଦେଖା ପ୍ରାୟ ୮୦ ପ୍ରତିଶତ ଜଙ୍ଗଲରୁ ବାଉଁଶ ସଂଗ୍ରହ କରୁ ନଥିବା ହେତୁ ସେସବୁ ଜଙ୍ଗଲରେ ବାଉଁଶ ଫୁଲଫୁଟି ନଷ୍ଟ ହେଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button