ରାଜ୍ୟ

Body Recovered: ତେନ୍ତୁଳି ଘାଇରେ ବୁଡ଼ି ଯୁବକ ମୃତ, ଦିନକ ପରେ ମିଳିଲା ମୃତଦେହ

ଗାଧୋଇବାକୁ ଯାଇ ତେନ୍ତୁଳି ଘାଇରେ ବୁଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଦିନକ ପରେ ଉଦ୍ଧାର ହୋଇଛି। ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ସ୍ଥିତ ତେନ୍ତୁଳି ଘାଇରେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ମୁନିସିଂ ଗ୍ରାମର ନୀଳକଣ୍ଠ ନାୟକ।

ପାରଳାଖେମୁଣ୍ଡି: ଗାଧୋଇବାକୁ ଯାଇ ତେନ୍ତୁଳି ଘାଇରେ ବୁଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଦିନକ ପରେ ଉଦ୍ଧାର ହୋଇଛି। ଗଜପତିଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ସ୍ଥିତ ତେନ୍ତୁଳି ଘାଇରେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ମୁନିସିଂ ଗ୍ରାମର ନୀଳକଣ୍ଠ ନାୟକ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button