ରାଜ୍ୟ
-
Maoist organization: ମାଓ ସଙ୍ଗଠନକୁ ସରଣ୍ଡା ଭୟ: ୬ ମାସରେ ୧୭ ଏନ୍କାଉଣ୍ଟର, ୩୨ ମାଓନେତାଙ୍କ ତାଲିକା ଘୋଷଣା
ମଳୟ ରଞ୍ଜନ ସାହୁ ରାଉରକେଲା: ଏକଦା ମାଓବାଦୀମାନଙ୍କର ସୁରକ୍ଷିତ ସ୍ଥାନ ଥିଲା ସରଣ୍ଡା ଜଙ୍ଗଲ। ଓଡ଼ିଶା-ଝାଡ଼ଖଣ୍ଡ ଦୁଇଟି ରାଜ୍ୟକୁ ବ୍ୟାପିଥିବା ଏହି ଘଞ୍ଚ ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓନେତା ଓ ଏରିଆ…
Read More » -
Fraud case: ବହୁରୂପୀ ଠକ ଶଶଧର ଗିରଫ: ଏକୁଟିଆ ଲୁଟିଛି ୭ କୋଟି, ରାଜ୍ୟର ୭ ଠକେଇ ମାମଲାରେ ସଂପୃକ୍ତ
କଟକ: ଓଡ଼ିଶା ପୁଲିସ ରେକର୍ଡରେ ଫେରାର ଥିବା ଜଣେ କୁଖ୍ୟାତ ଠକ କଟକ କମିସନରେଟ୍ ପୁଲିସ ହାତରେ ଧରାପଡ଼ିଛି। ସେ ହେଉଛି ଭଦ୍ରକଜିଲ୍ଲା ଧୂଷୁରୀ ଥାନା ପଣ୍ଡାପାଟଣାର ଶଶଧର ପଣ୍ଡା।…
Read More » -
Certificate: ପିଲାଙ୍କୁ ଦେଇଦେଲେ ତ୍ରୁଟିପୂର୍ଣ୍ଣ ସାର୍ଟିଫିକେଟ୍: ଅଧୢକ୍ଷ କିଏ, ଦସ୍ତଖତ କାହାର?
କେନ୍ଦ୍ରାପଡ଼ା: ବର୍ଷକ ତଳୁ ଚାକିରିରୁ ଅବସର ନେଲେଣି। ତାଙ୍କ ପରେ ଆଉ ଜଣେ ଆସି ଅଧୢକ୍ଷ ଦାୟିତ୍ବରୁ ଗଲେଣି। କିନ୍ତୁ ପିଲାମାନଙ୍କୁ ଯେଉଁ ସାର୍ଟିଫିକେଟ୍ ଦିଆଯାଇଛି, ସେଥିରେ ବର୍ଷକ ତଳେ…
Read More » -
Medical education in Odia: ଓଡ଼ିଆରେ ମେଡିକାଲ୍ ପାଠକୁ ଓଡ଼ିଆଙ୍କ ନା: ନିଟ୍-ୟୁଜି ପାଇଁ ମାତ୍ର ୭୧୬ ଜଣଙ୍କ ପଞ୍ଜୀକରଣ
କେଶବ ପାଣି ଭୁବନେଶ୍ବର: ଓଡ଼ିଆ ଭାଷାରେ ମେଡିକାଲ୍ ପାଠ ପଢ଼ିବାକୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ନାହିଁ। ୨୦୨୬ ନିଟ୍-ୟୁଜି ପରୀକ୍ଷାଫଳ ପ୍ରକାଶ ପରେ ଏଭଳି ଚିତ୍ର ସାମନାକୁ ଆସିଛି।…
Read More » -
Panchayat and Municipal Elections: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ରାଜନୀତିରେ ପଛୁଆବର୍ଗ ସଂରକ୍ଷଣ ଦ୍ବନ୍ଦ୍ବ
ବିଶ୍ବଜିତ ଦାଶ ଭୁବନେଶ୍ବର: ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ଦେବାକୁ ତତ୍କାଳୀନ ବିଜେଡି ସରକାର ଆଇନ ଆଣିଥିଲେ। କୋର୍ଟରେ ଚ୍ୟାଲେଞ୍ଜ ପରେ…
Read More » -
Neglect: କେବେ ସୁଧୁରିବ ଭଞ୍ଜ ମାର୍କେଟର ଡ୍ରେନେଜ୍ ବ୍ୟବସ୍ଥା? ମୁକ୍ତ ଶୌଚାଳୟ ପାଲଟିଛି ଡ୍ରେନ୍
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ସହରର ଭଞ୍ଜ ମାର୍କେଟ ପରିସରରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହଛି। ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ ହୋଇ…
Read More » -
Aquapreneur Conclave: ‘ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି’
ବ୍ରହ୍ମପୁର: ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ଆକ୍ୱାପ୍ରେନର୍ କନକ୍ଲେଭ୍ ୨୦୨୬ ରବିବାର ଦିନ ଉଦଯାପିତ ହୋଇଯାଇଛି।…
Read More » -
Plantation: ଜନ୍ମଜୟନ୍ତୀ ପାଳନରେ ନିଆରା ପଦକ୍ଷେପ: ୧୦୦ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା
ଲଇକେରା:ଜନ୍ମଦିନକୁ କେବଳ ଆନୁଷ୍ଠାନିକତାରେ ସୀମିତ ନ ରଖି ପରିବେଶ ସୁରକ୍ଷାର ମହାନ ବାର୍ତ୍ତା ଦେବା ଲକ୍ଷ୍ୟରେ ଝାରସୁଗୁଡ଼ାଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଅଇତାପାଲିସ୍ଥିତ ସଦଗୁରୁ ଦିବ୍ୟ ଦର୍ଶନ ଆଶ୍ରମରେ ସଦଗୁରୁ ଶ୍ରୀ…
Read More » -
MLA: ବିଡିଓଙ୍କ ଅସହଯୋଗକୁ ନେଇ ଧାରଣାରେ ବସିଲେ ବିଧାୟକ
ବରୀ(ସଞ୍ଜୟ କୁମାର ବେହେରା):ବିଧାୟକଙ୍କ ସମୀକ୍ଷା ବୈଠକକୁ ବାରମ୍ବାର ବିଡିଓଙ୍କ ଅଗ୍ରାହ୍ୟକୁ ନେଇ ଆଜି ବିଧାୟକ ଅସନ୍ତୁଷ୍ଟ ହୋଇ ବିଡିଓଙ୍କୁ ନିଜେ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ବିଡିଓଙ୍କ ଅଫିସ ପ୍ରବେଶ…
Read More » -
National Seminar: ଧର୍ମରକ୍ଷା ପାଇଁ ଶାସ୍ତ୍ରସମ୍ମତ ମାର୍ଗ ହିଁ ଅନୁସରଣୀୟ: ଜଗଦ୍ଗୁରୁ ଶୃଙ୍ଗେରୀ ଶଙ୍କରାଚାର୍ଯ୍ୟ
ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ କେନ୍ଦ୍ରୀୟ ସଂସ୍କୃତବିଶ୍ବବିଦ୍ୟାଳୟର ମିଳିତ ତତ୍ତ୍ୱାବଧାନରେ ଭାରତବର୍ଷର ଶୃଙ୍ଗେରୀଠାରେ ଅବସ୍ଥିତ, ଦକ୍ଷିଣାମ୍ନାୟ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମଠରେ “ସନାତନ ଧର୍ମ ” ସମ୍ପର୍କରେ ଏକ ସର୍ବ ଭାରତୀୟ…
Read More »