ରାଜ୍ୟ
-
Death: ବିବାହିତା ମହିଳାଙ୍କୁ ପ୍ରେମ କରି ଘରକୁ ଆଣି ହରଡ଼ଘଣାରେ ପଡ଼ିଲେ, ଜୀବନ ହାରିଲେ ଯୁବକ
ମାଲକାନଗିରି: ଖାପ ପଞ୍ଚାୟତରେ ମାଡ଼ ଓ ୪୫ ହଜାର ଟଙ୍କା ଜରିମାନା। ପରେ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଏମ୍ଭି -୯୨ ଗାଁରୁ ।…
Read More » -
Arrested: ବାଇକ୍ ଡିକି ଭାଙ୍ଗି ୫୦ ହଜାର ଲୁଟ୍: ଗଜପତିରୁ ୨ ଲୁଟେରା ଗିରଫ
କଣ୍ଟାବାଞ୍ଜି: ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗଜପତି ଜିଲ୍ଲାରୁ ଗିରଫ କରିଛି କଣ୍ଟାବାଞ୍ଜି ପୁଲିସ। ଗତ ଅଗଷ୍ଟ ୧ ତାରିଖରେ କଣ୍ଟାବାଞ୍ଜି ସହରର ୨…
Read More » -
Heavy Rain: ଲଗାଣ ବର୍ଷାରେ ଫୁଲି ଉଠିଛି ବୁଢ଼ାବଳଙ୍ଗ, ମୟୂରଭଞ୍ଜ ଜିଲ୍ଲାର ଛଅଟି ବ୍ଲକ୍ରେ ସ୍କୁଲ୍ ବନ୍ଦ
ବୈଶିଙ୍ଗା(ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଆଜି ଜିଲ୍ଲାର ସରସକଣା, ବାଙ୍ଗିରିପୋଷି, ବିଶୋଇ, କୁଳିଅଣା, ବଡ଼ସାହି ଏବଂ ବେତନଟି ବ୍ଲକ୍ ର ସବୁ…
Read More » -
Manipal Hospital Bhubaneswar: ଭୁବନେଶ୍ୱରରେ ମଣିପାଲ୍ କମ୍ପ୍ରିହେନସିଭ୍ ସ୍କାନିଂ ଫ୍ୟାସିଲିଟି ଏବଂ ଅତ୍ୟାଧୁନିକ PET/CT ସେବା ଉପଲବ୍ଧ
ଭୁବନେଶ୍ୱର: ଓଡ଼ିଶାରେ କ୍ୟାନସର ରୋଗର ଉନ୍ନତ ଚିହ୍ନଟ, ରୋଗର ମୂଲ୍ୟାଙ୍କନ ଏବଂ ଚିକିତ୍ସାର ଅଗ୍ରଗତି ନିରୀକ୍ଷଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ “ମଣିପାଲ କମ୍ପ୍ରିହେନସିଭ୍…
Read More » -
Chief Justice: ଜଷ୍ଟିସ କୃଷ୍ଣରାମ ମହାପାତ୍ର ହେବେ ଛତିଶଗଡ଼ ହାଇକୋର୍ଟ ମୁଖ୍ୟ ବିଚାରପତି, ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ
କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ବୈଠକରେ…
Read More » -
Judge: ନିଜ ମାମଲାରେ ନିଜେ ବିଚାରପତି: ପତ୍ନୀଙ୍କ ଜମି ମାମଲାର ଶୁଣାଣି କରି ଅଡ଼ୁଆରେ ଆଇଏଏସ୍ ଅଧିକାରୀ
କଟକ: ନିଜ ମାମଲାରେ ନିଜେ ବିଚାରପତି ହୋଇ ଏବେ ଅଡୁଆରେ ପଡ଼ିଛନ୍ତି ଭୁବନେଶ୍ବର ୪ନମ୍ବର ଅତିରିକ୍ତ ରିଭିଜନାଲ୍ କୋର୍ଟର ପ୍ରିଜାଇଡିଂ ଅଫିସର ତଥା ଅତିରିକ୍ତ କମିସନର ପ୍ରଦୀପ୍ତ କୁମାର ନାୟକ।…
Read More » -
Crime Branch IG: କ୍ରାଇମବ୍ରାଞ୍ଚ ଆଇଜି ସେଫିନ୍ ଅହମ୍ମଦଙ୍କ ପରଲୋକ
କଟକ: ଓଡ଼ିଶା କ୍ୟାଡର୍ର ବରିଷ୍ଠ ଆଇପିଏସ୍ ଅଫିସର, କ୍ରାଇମବ୍ରାଞ୍ଚ ଆଇଜି ସେଫିନ୍ ଅହମ୍ମଦଙ୍କର ପରଲୋକ ଘଟିଛି। ଶାରୀରିକ ଅସୁସ୍ଥତା ପାଇଁ ସେ ତିରୁଅନନ୍ତପୁରମ୍ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ…
Read More » -
House-to-house survey: ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ
ଭୁବନେଶ୍ବର: ସହରାଞ୍ଚଳରେ ଥିବା ଅଧିକାଂଶ ବିଧାନସଭା ବୁଥ୍ଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନାହିଁ। ଫଳରେ ଗୋଟିଏ ବୁଥ୍ରେ ୧୦ରୁ ୧୨ଟି ଅଲଗା ଅଲଗା ଅଞ୍ଚଳର ଭୋଟର ସାମିଲ ହୋଇ…
Read More » -
Wooden box jewelry: କାଠବାକ୍ସ ଅଳଙ୍କାର ଗଣତି ନେଇ ପ୍ରସ୍ତୁତି: ୭ଘଣ୍ଟା ୨୫ ମିନିଟ୍ ଗଣତି
ପୁରୀ: ଆଜି ୧୬ତମ ଦିନରେ ୭ଘଣ୍ଟା ୨୫ ମିନିଟ୍ ଧରି ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି। ହୀରା, ନୀଳା, ମୋତି ଓ ମାଣିକ୍ୟ ପ୍ରଭୃତି ରତ୍ନ ଥିବାରୁ ଗୋଟିଏ…
Read More » -
Senior citizens: ବରିଷ୍ଠ ନାଗରିକଙ୍କ ରୋଗ ଚିହ୍ନୁଛି ‘ଇଏଚ୍ଏସ୍ଏଏସ୍’ ଟୁଲ୍
ଭୁବନେଶ୍ବର: ଓଡ଼ିଶା ଧୀରେ ଧୀରେ ବୟସ୍କ ହେଉଛି। ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବା ସମୟରେ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୫-୧୭%କୁ ବୃଦ୍ଧି…
Read More »