ଦେଶ ବିଦେଶ
-
Manipur: ନାଗା ପଣବନ୍ଦୀଙ୍କୁ ହତ୍ୟା ଘଟଣାରେ କହିଲେ ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ
ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ଅପହୃତ ଛଅ ଜଣଙ୍କ ମୃତଦେହ ପୁଲିସ ଉଦ୍ଧାର କରିବା ପରେ ରାଜ୍ୟ ସରକାର ଏହି ଅତ୍ୟାଚାରର ନୀରବ ଦର୍ଶକ…
Read More » -
BJP: ମଧ୍ୟପ୍ରଦେଶରେ ୩ ରାଜ୍ୟସଭା ଆସନରେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ
ଭୋପାଳ: ବିଜେପି ମଧ୍ୟପ୍ରଦେଶରେ ସମସ୍ତ ୩ ରାଜ୍ୟସଭା ଆସନ ପୋଛି ନେଇଛି। ନିର୍ବାଚନ ଅଧିକାରୀ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ରଦ୍ଦ କରିବା ଘଟଣାକୁ କଂଗ୍ରେସ ବେଆଇନ କହିବା…
Read More » -
Dead: ମଣିପୁରରୁ ୬ ମର ଶରୀର ଉଦ୍ଧାର
ଇମ୍ଫାଲ: ମଣିପୁରରୁ ବୁଧବାର ୬ ଜଣଙ୍କ ମର ଶରୀର ମିଳିଛି। ଏହି ମରଶରୀର ଗତ ମେ’ ୧୩ ତାରିଖରୁ ନିଖୋଜ ଥିବା ନାଗା ପଣବନ୍ଦୀଙ୍କର ହୋଇଥାଇପାରେ ବୋଲି ବିଶ୍ବାସ କରାଯାଉଛି।…
Read More » -
Indian Navy: ତୈଳ ଟ୍ୟାଙ୍କରରୁ ଅଫୁଟା କ୍ଷେପଣାସ୍ତ୍ର ହଟାଇଲା ଭାରତୀୟ ନୌସେନା
ନୂଆଦିଲ୍ଲୀ: ଅଶୋଧିତ ତୈଳ ଟ୍ୟାଙ୍କର ଏମ୍ଟି ଅଲିମ୍ପିକ୍ ଲାଇଫରୁ ମିଳିଥିବା ଏକ ଅଫୁଟା କ୍ଷେପଣାସ୍ତ୍ରକୁ ଭାରତୀୟ ନୌସେନା ସଫଳତାର ସହ ବାହାର କରିଛି। ମାର୍ଶାଲ ଦ୍ୱୀପପୁଞ୍ଜର ପତାକା ଥିବା ଏହି…
Read More » -
Sonia-Mamata: କଂଗ୍ରେସ-ତୃଣମୂଳ ମିଶ୍ରଣ ହେବ କି? ସୋନିଆ-ମମତା ଆଲୋଚନା ପରେ ଉଠିଲା ଗୁଜବ
ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏକ ବୈଠକ ପରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ (ଟିଏମ୍ସି) ମଧ୍ୟରେ…
Read More » -
Rajasthan: ‘ମୁଁ ୧୦ କୋଟି ନେଇଥିଲେ ପ୍ରମାଣ କରନ୍ତୁ’
ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରମେଶ ମୀନା ବୁଧବାର ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ୨୦୨୦ରେ ରାଜସ୍ଥାନରେ କଂଗ୍ରେସ ସରକାରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ…
Read More » -
Technology: ଭାରତର ପ୍ରଥମ ସ୍ୱଦେଶୀ ସାମରିକ ପରିବହନ ବିମାନର ପରୀକ୍ଷଣ ଉଡ଼ାଣ ସଫଳ
ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ସାମରିକ ପରିବହନ ବିମାନ ଏୟାର୍ବସ୍ ସି୨୯୫ ବଡ଼ୋଦରାସ୍ଥିତ ଟାଟା-ଏୟାର୍ବସ୍ ଫାଇନାଲ୍ ଆସେମବ୍ଲି ଲାଇନ୍ (ଏଫ୍ଏଏଲ୍)ରୁ ସଫଳତାର ସହ ଏହାର ପ୍ରଥମ…
Read More » -
CID: ଜେରା ପାଇଁ ସିଆଇଡିରେ ହାଜର ହେଲେ ଅଭିଷେକ ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ବାଛିବାପାଇଁ ହୋଇଥିବା ଦସ୍ତଖତ ଜାଲିଆତି ମାମଲାରେ ଆଜି ତୃଣମୂଳ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଜେରା ପାଇଁ ସିଆଇଡିରେ…
Read More » -
UNHCR Report: ବଳପୂର୍ବକ ବିସ୍ଥାପିତଙ୍କ ସଂଖ୍ୟା ୧୧୮ ନିୟୁତକୁ କମିଛି: ଜାତିସଂଘ
ଜେନେଭା: ଗତ ବର୍ଷ ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବଳପୂର୍ବକ ବିସ୍ଥାପିତ ହୋଇଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ଗୁରୁବାର ଜାତିସଂଘ କହିଛି। ଜାତିସଂଘର ଶରଣାର୍ଥୀ…
Read More » -
Yashpal Rana: ସୁଟିଂପ୍ରଶିକ୍ଷକ ଯଶପାଲ ରାଣାଙ୍କ ଅକାଳ ବିୟୋଗ
ନୂଆଦିଲ୍ଲୀ: ପୂର୍ବତନ ଏସୀୟ ସ୍ବର୍ଣ୍ଣ ପଦକ ସୁଟର୍ ତଥା ପ୍ରଶିକ୍ଷକ ଯଶପାଲ୍ ରାଣାଙ୍କ ଦେହାନ୍ତ ଗୁରୁବାର ରାତିରେ ସାକେଟସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ହୋଇଛି। ୪୯ ବର୍ଷୀୟ ରାଣାଙ୍କ ହୃଦଘାତରେ…
Read More »