ଦେଶ ବିଦେଶ
-
Judgement: ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ୬ ବର୍ଷ ପରେ ନୂଆ ମୋଡ଼; ଆଦିତ୍ୟ ଠାକ୍ରେଙ୍କ ଅଡ଼ୁଆ ବଢ଼ିଲା
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ଙ୍କ ମୃତ୍ୟୁ ମାମଲାରେ ପ୍ରାୟ ୬ ବର୍ଷ ପରେ ନୂଆ ମୋଡ଼ ଆସିଛି। ବମ୍ବେ ହାଇକୋର୍ଟ ବୁଧବାର…
Read More » -
AIMIM: ଅୱେସୀଙ୍କୁ ବଡ଼ ଝଟ୍କା, କଂଗ୍ରେସରେ ଯୋଗଦେଲେ ଏଆଇଏମ୍ଆଇଏମ୍ର ଜାତୀୟ ପ୍ରବକ୍ତା ଅସୀମ ୱକାର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅସଦୁଦ୍ଦିନ ଅୱେସୀଙ୍କ ନେତୃତ୍ୱାଧୀନ ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ୍ ମୁସ୍ଲିମୀନ୍ (ଏଆଇଏମ୍ଆଇଏମ୍)କୁ ବଡ଼ ଝଟ୍କା ଲାଗିଛି। ଦଳର ଜାତୀୟ ପ୍ରବକ୍ତା ସୈୟଦ ଅସୀମ ୱକାର…
Read More » -
Ram Temple: ଅପରେସନ୍ ସିନ୍ଦୂରରେ କମାଲ କରିଥିଲେ ଏୟାର୍ ମାର୍ଶାଲ ଜିତେନ୍ଦ୍ର ମିଶ୍ର, ରାମମନ୍ଦିରରେ ମିଳିଲା ବଡ଼ ଦାୟିତ୍ବ
ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ରାମମନ୍ଦିର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଅବସରପ୍ରାପ୍ତ ଏୟାର୍ ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି। ଟ୍ରଷ୍ଟରେ ସାଂଗଠନିକ…
Read More » -
US military personnel: ଥାଇଲାଣ୍ଡରେ ପହଞ୍ଚିଲେ ୫ ହଜାର ଆମେରିକୀୟ ସାମରିକ କର୍ମଚାରୀ, ୫ ଦିନ ଛୁଟି କଟାଇବେ
ବ୍ୟାଙ୍କକ୍: ମଧ୍ୟପ୍ରାଚ୍ୟରେ ଦୀର୍ଘ ସମୟ ଧରି ନିୟୋଜିତ ରହିବା ପରେ ପ୍ରାୟ ୫ ହଜାର ଆମେରିକୀୟ ନୌସେନା କର୍ମଚାରୀ ଓ ପାଇଲଟ୍ ଥାଇଲାଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସହର ପଟାୟା ନିକଟରେ…
Read More » -
Family Dispute: ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର
ବାଲିକୁଦା (ପ୍ରଣବ ପ୍ରଧାନ): ବନ୍ଦର ସାମୁଦ୍ରିକ ଥାନା ଅନ୍ତର୍ଗତ ନହରଣା ଗ୍ରାମରେ ପାରିବାରିକ ବଚସାକୁ କେନ୍ଦ୍ର କରି ନିଶାସକ୍ତ ବାପାଙ୍କ କଟୁରି ଚୋଟରେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।…
Read More » -
Hormuz: ହର୍ମୁଜ୍ ଆମ ନିୟନ୍ତ୍ରଣରେ ଅଛି: ପୁଣି ଦାବି କଲେ ଟ୍ରମ୍ପ
ୱାସିଂଟନ:ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ବିବାଦ ଦିନକୁ ଦିନ ପୁଣି ଘନେଇବାରେ ଲାଗିଛି। ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏହା ପରେ,…
Read More » -
War: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା: ଇରାନରେ ଏକ ବିବାହ ଉତ୍ସବରେ ଆମେରିକାର ଆକ୍ରମଣରେ ୪ ମୃତ, ୫୦ ଆହତ
ତେହେରାନ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ମହାଯୁଦ୍ଧର ଆଶଙ୍କା ଘନେଇବା ଆରମ୍ଭ କରିଛି। ଇରାନର ଦକ୍ଷିଣରେ ଥିବା ହର୍ମୋଜଗାନ୍ ପ୍ରଦେଶରେ ଏକ ବିବାହ ଉତ୍ସବରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୫୦…
Read More » -
Gaza operation: ହମାସ ସୁରକ୍ଷା ମୁଖ୍ୟ ଗିରଫ; ପତ୍ନୀ ସମେତ ୪ଜଣଙ୍କର ମୃତ୍ୟୁ
ତେଲ ଅଭିଭ: ଏକ ବଡ଼ ଧରଣର ଅଭିଯାନ ସମୟରେ ଇସ୍ରାଏଲୀ ସେନା ମଙ୍ଗଳବାର ଦିନ ହମାସର ଆଭ୍ୟନ୍ତରୀଣ ସୁରକ୍ଷା ମୁଖ୍ୟ ଆରବିଦ ମୁଇନ୍ଙ୍କୁ ଗିରଫ କରିଛି। ଇସ୍ରାଏଲୀ…
Read More » -
Nepal floods: ନେପାଳ ବନ୍ୟା: ସୁଡ଼ଙ୍ଗରେ ଜୀବନ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା, ୬୦୦ରୁ ଅଧିକ ଶ୍ରମିକ ଫସିଛନ୍ତି
କାଠମାଣ୍ଡୁ: ନେପାଳର ତ୍ରିଶୂଳୀ ନଦୀ ଉପତ୍ୟକାରେ ବର୍ତ୍ତମାନ କେବଳ ଜେସିବି ମେସିନର ଶବ୍ଦ ଏବଂ କାଦୁଅଗଦା ନିକଟରେ ଅପେକ୍ଷାରତ ଲୋକଙ୍କ କାନ୍ଦବୋବାଳି ଶୁଭୁଛି। ଏକ ସପ୍ତାହ ପୂର୍ବେ…
Read More » -
Jal Shakti Ministry: ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ପ୍ରାୟ ୪ଟା ୩୦ ମିନିଟ୍ରେ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନରେ ଜଳ ଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ…
Read More »