ଦେଶ ବିଦେଶ
-
ହେଲିକପ୍ଟର ଦୁର୍ଘଟଣା ଦମ୍ପତି ଓ ପାଇଲଟ୍ ମୃତ
ଲଣ୍ଡନ: ଗ୍ରୀସ୍ର ସିଫ୍ନୋସ୍ ଦ୍ୱୀପରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ନବବିବାହିତ ବ୍ରିଟିଶ ଦମ୍ପତି ଏବଂ ସେମାନଙ୍କ ଗ୍ରୀକ୍ ପାଇଲଟ୍ଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଏହି…
Read More » -
ଭାରତ ଭଳି ଆମେରିକାରେ ହେବ ଭୋଟର ଆଇଡି
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଭୋଟର ପରିଚୟପତ୍ର ନିୟମକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଏହା ପ୍ରସ୍ତାବିତ ‘ସେଭ୍ ଆମେରିକା ଆଇନ’ ଗୃହୀତ…
Read More » -
ପ୍ରଶ୍ନପତ୍ର ଲିକ୍ ଘଟଣାର ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ଦାବି; କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ
ନୂଆଦିଲ୍ଲୀ: ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଅଭିଯୁକ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ରୁଜୁ ହୋଇଥିବା ଏକ…
Read More » -
ବିନୋଦ ଉତ୍ତରପ୍ରଦେଶ, ସତୀଶ ପଞ୍ଜାବ ବିଜେପି ପ୍ରଭାରୀ
ନୂଆଦିଲ୍ଲୀ: ଦଳର ଜାତୀୟ ସଂଗଠନରେ ଅଦଳବଦଳ କରିବାର ଦିନକ ପରେ ବିଜେପି ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ଓ ପଞ୍ଜାବ ପାଇଁ ନୂଆ ପ୍ରଭାରୀ…
Read More » -
ପଣ୍ୟବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼; ଜଣେ ମୃତ
ତେହରାନ:ହର୍ମୁଜ ପ୍ରଣାଳୀ ଦେଇ ପଣ୍ୟବାହୀ ଜାହାଜ ଚଳାଚଳ ନେଇ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ହର୍ମୁଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଏକ ପଣ୍ୟବାହୀ ଜାହାଜ ଉପରେ…
Read More » -
ହର୍ମୁଜ ପ୍ରଣାଳୀକୁ ଆମେରିକାର ଭୂଖଣ୍ଡ ଘୋଷଣା କଲେ ଟ୍ରମ୍ପ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ଆମେରିକାର ନୂତନ ଭୂଖଣ୍ଡ ଭାବେ ଘୋଷଣା କରିଛନ୍ତି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଟ୍ରୁଥ ସୋସିଆଲ’ରେ…
Read More » -
୨୦୨୭ରେ ବିଶ୍ବକୁ ଚିନ୍ତାରେ ପକାଇବ ଖାଦ୍ୟ ସଙ୍କଟ !
ନୂଆଦିଲ୍ଲୀ:୨୦୨୭ରେ ବିଶ୍ୱରେ ବଡ଼ଧରଣର ଖାଦ୍ୟ ସଙ୍କଟ ଦେଖା ଦେଇପାରେ। ଏଥିସହ ଆସନ୍ତା ବର୍ଷ ଖାଦ୍ୟ ମୂଲ୍ୟ ବୃଦ୍ଧି ଆଶଙ୍କା ନେଇ ସତର୍କ କରିଛି ଆମେରିକୀୟ ଆର୍ଥିକ ସଂସ୍ଥା…
Read More » -
ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି;ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହ ୬ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦୁର୍ନୀତି ନିବାରଣ ଶାଖା (ଏସିବି) ମଙ୍ଗଳବାର ପୂର୍ବତନ ମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ…
Read More » -
Gold Mine Collapse: କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟରେ ସୁନା ଖଣି ଧସିଲା: ୩୦ ଶ୍ରମିକ ମୃତ, ଅନେକ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା
ବାଙ୍ଗୁଇ: ପଶ୍ଚିମ କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟର ଏକ ସୁନା ଖଣି ହଠାତ୍ ଧସି ପଡ଼ିବାରୁ ୩୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ମାଟି ତଳେ ପୋତି…
Read More » -
UAE Iran Conflict: କ୍ଷେପଣାସ୍ତ୍ର ଆକ୍ରମଣ ନେଇ ୟୁଏଇ କ୍ରୋଧିତ: ଇରାନ ସହ ସମସ୍ତ ବାଣିଜ୍ୟ ଏବଂ ଆର୍ଥିକ କାରବାର ବନ୍ଦ କଲା
ଆବୁଧାବି:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଇରାନ ସହିତ ସମସ୍ତ ବାଣିଜ୍ୟ ଏବଂ ଆର୍ଥିକ କାରବାରକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ୟୁଏଇର ବୈଦେଶିକ ମନ୍ତ୍ରଣାଳୟର ଯୋଗାଯୋଗ ନିର୍ଦ୍ଦେଶକ ଆଫ୍ରା…
Read More »