ଜାତୀୟ
-
Indian rupee vs dollar: ଟଙ୍କା ପାତାଳଗାମୀ , ଡଲାର ତୁଳନାରେ ମୂଲ୍ୟ ୯୭ ସ୍ତରରେ
ନୂଆଦିଲ୍ଲୀ,୦୮\୧୦: ବିଶ୍ୱ ବଜାରର ଆହ୍ୱାନପୂର୍ଣ୍ଣ ସ୍ଥିତି ଯୋଗୁ ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର…
Read More » -
Nana Patekar passes away : ଆଉ ନାହାନ୍ତି ବରିଷ୍ଠ ଅଭିନେତା ନାନା ପାଟେକର, ୭୫ ବର୍ଷରେ ପରଲୋକ
ନୂଆଦିଲ୍ଲୀ ୦୮/୧୦: ବଲିଉଡ୍ରେ ଶୋକର ଛାୟା । ଆଉ ନାହାନ୍ତି ବରିଷ୍ଠ ଅଭିନେତା ନାନା ପାଟେକର । ୭୫ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି ନାନା । ଡୋନା…
Read More » -
ଟ୍ୱିଟରୁ ରିଚ୍ ପର୍ଯ୍ୟନ୍ତ ବଦଳିଗଲା ରାଜନୈତିକ ସଂଳାପ, ୨୫ ବର୍ଷରେ କେମିତି ବଦଳିଲା ନରେନ୍ଦ୍ର ମୋଦୀ ଓ ଭାରତୀୟ ରାଜନୀତିର ରଣନୀତି?
ନୂଆଦିଲ୍ଲୀ: ଗତ ୨୫ ବର୍ଷ ମଧ୍ୟରେ ଭାରତୀୟ ରାଜନୀତିର ଭାଷା ଓ ଜନସାଧାରଣଙ୍କ ସହ ନେତାମାନଙ୍କ ସଂଳାପର ଶୈଳୀରେ ବଡ଼ ପରିବର୍ତ୍ତନ ଆସିଛି। ଦିନେ ଯେଉଁଠି ଖବରକାଗଜ,…
Read More » -
RBI MPC: ଆରବିଆଇର ବଡ଼ ଝଟକା; ୪ ବର୍ଷରେ ବଢିଲା ରେପୋରେଟ୍, ଏଣିକି ମହଙ୍ଗା ହେବ ଘର ଓ କାର୍ ଋଣ
ନୂଆଦିଲ୍ଲୀ,୦୭/୧୦; ରେପୋ ରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି । ୪ ବର୍ଷ ପରେ…
Read More » -
ରାସ୍ତାରେ ଗାତ, ଦାୟୀ କିଏ? ଜାଣନ୍ତୁ ଆପଣଙ୍କ ଘର ସାମ୍ନାର ରାସ୍ତା କାହା ଅଧୀନରେ
ଭୁବନେଶ୍ୱର,୦୭/୧୦: ରାସ୍ତାରେ ଯାଉଥିବା ବେଳେ ହଠାତ୍ ଗାତରେ ବାଇକ୍ ପଡ଼ିଯାଏ। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୁଏ। ଅଳ୍ପକେ ବର୍ତ୍ତିଯାଆନ୍ତି ଚାଳକ। କିନ୍ତୁ ଏଭଳି ସମୟରେ ଅଧିକାଂଶ ଲୋକଙ୍କ ମୁହଁରୁ…
Read More » -
ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି: ସକାଳୁ ରାତି ଯାଏଁ କମ୍ପିଲା ଦିଲ୍ଲୀ,ରାହୁଲ ପ୍ରିୟଙ୍କାଙ୍କୁ ଉଠାଇନେଲା ପୁଲିସ
ଦୀର୍ଘ ୯ ଘଣ୍ଟା ଧରି ଧାରଣାରେ ବସିଥିଲେ ଇଣ୍ଡି ମେଣ୍ଟର ୨୫୦ ନେତା ଥାନାରେ ଅଟକ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ବେଳେ ହାଇଡ୍ରାମା ପୁଲିସ କହିଲା ମାର୍ଚ୍ଚ…
Read More » -
ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା
ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…
Read More » -
ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…
ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…
Read More » -
ଅଭାବ ଆଗରେ ହାର୍ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା
ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…
Read More » -
Donkey route to US: ‘ଡଙ୍କି’ ରୁଟ୍ରେ ଆମେରିକା ଯାଉଥିଲେ ୩ ଭାଇଭଉଣୀ: ଇଥିଓପିୟାରେ ଅପହରଣ, ଟିକଟ କରି ଭାରତ ପଠାଇଲେ ଦୟାଳୁ ଅପହର୍ତ୍ତା
ନୂଆଦିଲ୍ଲୀ ୦୬/୧୦: ଗତ ୧ ତାରିଖ ୩ ଭାଇଭଉଣୀ ମମତା (୩୦), ରୁତ୍ୱିକ (୨୩) ଓ ମୟୂରୀ (୨୭) ଯେତେବେଳେ ଗୁଜରାଟର ମେହସାନା ଜିଲ୍ଲାର ଲାଲଗଞ୍ଜରେ ପହଞ୍ଚିଲେ,…
Read More »