ଅଭିନେତ୍ରୀ ତଥା ଉଦ୍ୟୋଗୀ ମଲାଇକା ଅରୋଡ଼ାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନିୟମିତ ବ୍ୟବଧାନରେ ଚର୍ଚ୍ଚା ଶୁଣିବାକୁ ମିଳେ। ସେ ପୂର୍ବତନ ପ୍ରେମିକ ଅର୍ଜୁନ କପୁର ହୁଅନ୍ତୁ ବା ନିକଟରେ ଅନ୍ୟ ଜଣେ ରହସ୍ୟମୟ ଯୁବକଙ୍କ ସହିତ ତାଙ୍କ ସମ୍ପର୍କ ହେଉ, ପ୍ରଶଂସକମାନେ ତାଙ୍କ ପ୍ରେମ ଜୀବନ ବିଷୟରେ ଜାଣିବାକୁ ସବୁବେଳେ ଉତ୍ସୁକ। କିଛି ଦିନ ତଳେ ‘ସ୍ପ୍ଲିଟ୍ସଭିଲ୍ଲା’ ତାରକା ସୋରବ ବେଦୀଙ୍କ ସହିତ ସେ ଡେଟିଂ କରୁଛନ୍ତି ବୋଲି ଗୁଜବ ଉଡୁଥିଲା। ମଲାଇକା ନିଜେ ଏ ସମ୍ପର୍କରେ କ୍ବଚିତ୍ ନିଜର ପ୍ରତିକ୍ରିୟା ପ୍ରକାଶ କରନ୍ତି। ଏବେ କିନ୍ତୁ ସେ ଏକ ସାକ୍ଷାତ୍କାରରେ ମନ କଥା ଖୋଲି କହିଛନ୍ତି ଯେ ଏସବୁ ଗୁଜବ ବିରକ୍ତିକର। ଏଭଳି ଚର୍ଚ୍ଚାକୁ ସେ ଥଟ୍ଟାମଜା ଭାବେ ଗ୍ରହଣ କରିବା ଶିଖିଯାଇଛନ୍ତି। ଏଭଳି ଆଲୋଚନାକୁ ନେଇ ପୁଅ ଅରହାନଙ୍କ ସହିତ ମଜା କରନ୍ତି।
Dating: ବିରକ୍ତ କରୁଛି ଡେଟିଂ ଗୁଜବ
ଅଭିନେତ୍ରୀ ତଥା ଉଦ୍ୟୋଗୀ ମଲାଇକା ଅରୋଡ଼ାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନିୟମିତ ବ୍ୟବଧାନରେ ଚର୍ଚ୍ଚା ଶୁଣିବାକୁ ମିଳେ। ସେ ପୂର୍ବତନ ପ୍ରେମିକ ଅର୍ଜୁନ କପୁର ହୁଅନ୍ତୁ ବା ନିକଟରେ ଅନ୍ୟ ଜଣେ ରହସ୍ୟମୟ ଯୁବକଙ୍କ ସହିତ ତାଙ୍କ ସମ୍ପର୍କ ହେଉ....
