Financial Independence: ସ୍ଥାୟୀ ଅଭ୍ୟାସରୁ ଆରମ୍ଭ ହୁଏ ଆର୍ଥିକ ସ୍ବାଧୀନତା

ଆର୍ଥିକ ସ୍ବାଧୀନତା ସେତେବେଳେ ମିଳିଥାଏ ଯେତେବେଳେ ସଠିକ୍‌ ନିଷ୍ପତ୍ତି ନିଆଯାଏ। ଏକ ଠିକ୍‌ ସମୟର ନିବେଶ କିମ୍ବା ଗୋଟିଏ ସୁଯୋଗ ସବୁ କିଛି ବଦଳାଇଦିଏ। ବାସ୍ତବରେ କିନ୍ତୁ ଆର୍ଥିକ ସ୍ବାଧୀନତା ଭଳି ନାଟକୀୟ ଢଙ୍ଗରେ ମିଳି ନଥାଏ।

ଭୁବନେଶ୍ବର: ଆର୍ଥିକ ସ୍ବାଧୀନତା ସେତେବେଳେ ମିଳିଥାଏ ଯେତେବେଳେ ସଠିକ୍‌ ନିଷ୍ପତ୍ତି ନିଆଯାଏ। ଏକ ଠିକ୍‌ ସମୟର ନିବେଶ କିମ୍ବା ଗୋଟିଏ ସୁଯୋଗ ସବୁ କିଛି ବଦଳାଇଦିଏ। ବାସ୍ତବରେ କିନ୍ତୁ ଆର୍ଥିକ ସ୍ବାଧୀନତା ଭଳି ନାଟକୀୟ ଢଙ୍ଗରେ ମିଳି ନଥାଏ। ଏଥିପାଇଁ ସମୟ ଓ ଅଭ୍ରଶସ ଦରକାର। ଶୃଙ୍ଖଳା ଓ ଉଦ୍ଦେଶ୍ୟ ସହ ସେହି ଅଭ୍ୟାସକୁ ଜାରି ରଖିଲେ ସଫଳତା ମିଳିଥାଏ ବୋଲି ଆକ୍ସିସ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ଜାତୀୟ ମୁଖ୍ୟ-ରିଟେଲ୍‌ ସେଲ୍‌ସ ରୋହିତ ମାତୋ କହିଛନ୍ତି।

Exit mobile version