ରାଜ୍ୟ
Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ
ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବନ୍ୟାରେ ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଶ୍ରୀ ସତ୍ୟ ସାଇ ଟ୍ରଷ୍ଟ ଫର ୟୁନିଭର୍ସାଲ ୱେଲଫେୟାର (SSSTFUW) ପକ୍ଷରୁ ପ୍ରଦାନ କରାଯାଇଥିବା ରିଲିଫ ସାମଗ୍ରୀକୁ ରବିବାର ଦିନ ଲୋକଭବନରୁ...

ଭୁବନେଶ୍ୱର: ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବନ୍ୟାରେ ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଶ୍ରୀ ସତ୍ୟ ସାଇ ଟ୍ରଷ୍ଟ ଫର ୟୁନିଭର୍ସାଲ ୱେଲଫେୟାର (SSSTFUW) ପକ୍ଷରୁ ପ୍ରଦାନ କରାଯାଇଥିବା ରିଲିଫ ସାମଗ୍ରୀକୁ ରବିବାର ଦିନ ଲୋକଭବନରୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପଠାଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରଥମ ମହିଳା ଡ଼ ଜୟଶ୍ରୀ କମ୍ଭମପାଟି ଓ ରାଜ୍ୟପାଳଙ୍କ କମିସନର ତଥା ଶାସନ ସଚିବ ଡ଼ ରୂପା ରୋଶନ ସାହୁ ମଧ୍ୟ ଉପସ୍ଥିତ ଥିଲେ I
ସୌଜନ୍ୟ ସମ୍ବାଦ




