ରାଜ୍ୟ

High Court Judgement: ‘ଲିଭ୍‌-ଇନ୍‌’ରେ ଥିବା ଯୁବକ-ଯୁବତୀଙ୍କ ଆବେଦନ ଓଡ଼ିଶା ହାଇକୋର୍ଟରେ ଖାରଜ

ବିବାହ ନ କରି ଏକାଠି ରହୁଥିବା ୨୦ ବର୍ଷୀୟ ଯୁବକ ଓ ଯୁବତୀଙ୍କ ତରଫରୁ ସୁରକ୍ଷା ଯୋଗାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ପ୍ରଦାନ ପ୍ରସଂଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ବିନା ଆଧାରରେ ଏହି ଆବେଦନ ଦାୟର ‌ହୋଇଥିବା ସ୍ପଷ୍ଟ ହେବା...

କଟକ: ବିବାହ ନ କରି ଏକାଠି ରହୁଥିବା (ଲିଭ୍‌-ଇନ୍‌ ରିଲେସନସିପ୍‌) ୨୦ ବର୍ଷୀୟ ଯୁବକ ଓ ଯୁବତୀଙ୍କ ତରଫରୁ ସୁରକ୍ଷା ଯୋଗାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ପ୍ରଦାନ ପ୍ରସଂଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ବିନା ଆଧାରରେ ଏହି ଆବେଦନ ଦାୟର ‌ହୋଇଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଏ ସଂପର୍କିତ ମାମଲାକୁ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାକୁ ଖାରଜ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button