ଦେଶ ବିଦେଶ
Meeting: ଚୀନ୍ ରାଷ୍ଟ୍ରପତିଙ୍କ ସହ ବୈଠକ ‘ଅତ୍ୟନ୍ତ ଫଳପ୍ରଦ’ ହୋଇଛି: ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ହୋଇଥିବା ବୈଠକକୁ ‘ଅତ୍ୟନ୍ତ ଫଳପ୍ରଦ’ ବୋଲି କହିଛନ୍ତି। ଗୁରୁବାର ସକାଳେ ୱାସିଂଟନର ହ୍ୱାଇଟ୍ ହାଉସ୍ରେ ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ହୋଇଥିବା ବୈଠକକୁ ‘ଅତ୍ୟନ୍ତ ଫଳପ୍ରଦ’ ବୋଲି କହିଛନ୍ତି। ଗୁରୁବାର ସକାଳେ ୱାସିଂଟନର ହ୍ୱାଇଟ୍ ହାଉସ୍ରେ ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା। ତିନିଦିନିଆ ଆମେରିକା ଗସ୍ତରେ ଥିବା ଜିନପିଙ୍ଗଙ୍କ ସହ ଏହା ଛଅ ମାସରୁ କମ୍ ସମୟ ମଧ୍ୟରେ ଟ୍ରମ୍ପଙ୍କ ଦ୍ୱିତୀୟ ସାକ୍ଷାତ୍।
ସୌଜନ୍ୟ ସମ୍ବାଦ




