ମନୋରଞ୍ଜନ

Mrinal’s Definition of Beauty: ମୃଣାଳଙ୍କ ସୌନ୍ଦର୍ଯ୍ୟର ପରିଭାଷା

ଚେହେରାର ରଙ୍ଗ ବଦଳାଇବାକୁ କ୍ରିମ୍‌ ଲଗାଇବା, ଶରୀରର ଆକୃତି ପରିବର୍ତ୍ତନ କରିବାକୁ ପ୍ଲାଷ୍ଟିକ୍‌ ସର୍ଜରିର ସହାୟତା ନେବା ଆଦି ଆଜି ଏକ ସାଧାରଣ କଥା ପାଲଟିଯାଇଥିବା ବେଳେ ଏ ପ୍ରସଙ୍ଗରେ ଭିନ୍ନ ବାର୍ତ୍ତା ଦେଇଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର।

ଚେହେରାର ରଙ୍ଗ ବଦଳାଇବାକୁ କ୍ରିମ୍‌ ଲଗାଇବା, ଶରୀରର ଆକୃତି ପରିବର୍ତ୍ତନ କରିବାକୁ ପ୍ଲାଷ୍ଟିକ୍‌ ସର୍ଜରିର ସହାୟତା ନେବା ଆଦି ଆଜି ଏକ ସାଧାରଣ କଥା ପାଲଟିଯାଇଥିବା ବେଳେ ଏ ପ୍ରସଙ୍ଗରେ ଭିନ୍ନ ବାର୍ତ୍ତା ଦେଇଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର। ଯେପରି ଅଛନ୍ତି, ନିଜକୁ ସେପରି ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏପରି କରିବା ଦ୍ୱାରା ଜୀବନ ଅଧିକ ସହଜ ହୋଇଯାଏ ବୋଲି ମୃଣାଳ ବିଶ୍ୱାସ କରନ୍ତି।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମୃଣାଳ ଠାକୁର ନିଜ ଶରୀରକୁ ନେଇ ଥିବା ଦୃଷ୍ଟିଭଙ୍ଗୀରେ କିପରି ପରିବର୍ତ୍ତନ ଆସିଛି ଏବଂ ଆତ୍ମସ୍ୱୀକୃତି କାହିଁକି ଗୁରୁତ୍ୱପୂର୍ଣ୍ଣ, ସେ ସମ୍ପର୍କରେ ମତ ରଖିଛନ୍ତି। ସେ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ନିଜକୁ ଗ୍ରହଣ କରିବା, ସୁସ୍ଥ ରଖିବା ଓ ନିଜ ଶରୀରରେ ସହଜ ଅନୁଭବ କରିବାକୁ ଅଧିକ ଗୁରୁତ୍ବ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button