ଦେଶ ବିଦେଶ

Search Operation: ସନ୍ଦିଗ୍ଧ ଗତିବିଧି ପରେ ରାଜୌରୀ, ପୁଞ୍ଚ ଓ କଠୁଆରେ ତଲାସି ଅଭିଯାନ

ଜମ୍ମୁ-କାଶ୍ମୀରରେ ସନ୍ଦିଗ୍ଧ ଗତିବିଧି ସୂଚନା ମିଳିବା ପରେ ମଙ୍ଗଳବାର ସୁରକ୍ଷାବାହିନୀ ପକ୍ଷରୁ ରାଜୌରୀ, ପୁଞ୍ଚ ଓ କଠୁଆରେ ୧୨ରୁ ଅଧିକ ସ୍ଥାନରେ ବଡ଼ଧରଣର ତଲାସି ଅଭିଯାନ ଆରମ୍ଭ କରିଛନ୍ତି। ତଲାସି ଅଭିଯାନ ମିଳିତ ଭାବେ...

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସନ୍ଦିଗ୍ଧ ଗତିବିଧି ସୂଚନା ମିଳିବା ପରେ ମଙ୍ଗଳବାର ସୁରକ୍ଷାବାହିନୀ ପକ୍ଷରୁ ରାଜୌରୀ, ପୁଞ୍ଚ ଓ କଠୁଆରେ ୧୨ରୁ ଅଧିକ ସ୍ଥାନରେ ବଡ଼ଧରଣର ତଲାସି ଅଭିଯାନ ଆରମ୍ଭ କରିଛନ୍ତି। ତଲାସି ଅଭିଯାନ ମିଳିତ ଭାବେ ଜମ୍ମୁ-କାଶ୍ମୀର ପୁଲିସ, ସେନା, ସିଆର୍‌ପିଏଫ୍‌ ଓ ବିଏସ୍‌ଏଫ୍‌ ପକ୍ଷରୁ ତିନି ଜିଲ୍ଲାର ଉପାନ୍ତ ଓ ଜଙ୍ଗଲ ଅଞ୍ଚଳରେ କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button