ଦେଶ ବିଦେଶ

Shooting: ଆମେରିକାରେ ଭୁଲବଶତଃ ହାଇଦ୍ରାବାଦ ଯୁବକ ନିଜ ଭାଇ ଉପରକୁ ଗୁଳି କଲା

ଆମେରିକାରେ ଜଣେ ଭାରତୀୟ ଯୁବକ ଭୁଲ୍‌ ବଶତଃ ନିଜ ସାନ ଭାଇ ଉପରକୁ ଗୁଳି କରିଛି, ଯେଉଁଥିରେ ତା’ର ମୃତ୍ୟୁ ହୋଇଛି। ନଭେମ୍ବର ୧୪ ତାରିଖରେ ଆମେରିକାର ନ୍ୟୁୟର୍କର ହିକ୍ସଭିଲରେ ୨୪ ବର୍ଷୀୟ ହାଇଦ୍ରାବାଦ ଯୁବକଙ୍କର ତାଙ୍କ ବଡ଼ ଭାଇଙ୍କ...

ହାଇଦ୍ରାବାଦ: ଆମେରିକାରେ ଜଣେ ଭାରତୀୟ ଯୁବକ ଭୁଲ୍‌ ବଶତଃ ନିଜ ସାନ ଭାଇ ଉପରକୁ ଗୁଳି କରିଛି, ଯେଉଁଥିରେ ତା’ର ମୃତ୍ୟୁ ହୋଇଛି। ନଭେମ୍ବର ୧୪ ତାରିଖରେ ଆମେରିକାର ନ୍ୟୁୟର୍କର ହିକ୍ସଭିଲରେ ୨୪ ବର୍ଷୀୟ ହାଇଦ୍ରାବାଦ ଯୁବକଙ୍କର ତାଙ୍କ ବଡ଼ ଭାଇଙ୍କ ଗୁଳିରେ ମୃତ୍ୟୁ ଘଟିଛି। ନାସାଉ କାଉଣ୍ଟି ପୁଲିସ ବିଭାଗ ଦ୍ୱାରା ଜାରି ଓ ଏହାର ୱେବସାଇଟରେ ପ୍ରକାଶିତ ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଓ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button