ଦେଶ ବିଦେଶ
Supremecourt: ମେଟ୍ରୋ ଚଳାଚଳ ସ୍ୱାଭାବିକ କର, ଇଣ୍ଟରନେଟ୍ ବନ୍ଦ କରନାହିଁ: ସୁପ୍ରିମ୍କୋର୍ଟ
ଦିଲ୍ଲୀରେ ସିଜେପି ପ୍ରତିବାଦକୁ ନେଇ ଲାଗୁ ହୋଇଥିବା କଟକଣା ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ୍କୋର୍ଟ। ମେଟ୍ରୋ ଓ ରେଳ ଚଳାଚଳ ସ୍ୱାଭାବିକ କରିବା, ଲୋକଙ୍କ ଯାତାୟାତ ଉପରେ ଅନାବଶ୍ୟକ କଟକଣା ନ ଲଗାଇବା, ଇଣ୍ଟରନେଟ୍ ସେବା ବନ୍ଦ ନ କରିବା ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ବେଆଇନ ଭାବେ ଅଟକ ନ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀରେ ସିଜେପି ପ୍ରତିବାଦକୁ ନେଇ ଲାଗୁ ହୋଇଥିବା କଟକଣା ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ୍କୋର୍ଟ। ମେଟ୍ରୋ ଓ ରେଳ ଚଳାଚଳ ସ୍ୱାଭାବିକ କରିବା, ଲୋକଙ୍କ ଯାତାୟାତ ଉପରେ ଅନାବଶ୍ୟକ କଟକଣା ନ ଲଗାଇବା, ଇଣ୍ଟରନେଟ୍ ସେବା ବନ୍ଦ ନ କରିବା ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ବେଆଇନ ଭାବେ ଅଟକ ନ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଦିଲ୍ଲୀରେ ଏ ସମ୍ପର୍କିତ ଆବେଦନର ଜରୁରୀ ଶୁଣାଣି କରି ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




