Breakingଦେଶ ବିଦେଶ
Khandagiri Mela: ଖଣ୍ଡଗିରି ମେଳା: ସିସିଟିଭି ଆଗରେ ଲୋକଙ୍କ ଭିଡ଼
ଭୁବନେଶ୍ବରରେ ଗତ ୨୫ ତାରିଖ ଠାରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଯାଇଛି। ପାହାଡ଼ ଉପରେ ସାଧୁସନ୍ଥମାନେ ବିଶ୍ବର କଲ୍ୟାଣ ପାଇଁ ଯପତପ କରୁଛନ୍ତି। ପାହାଡ଼ ତଳେ ଦୋକାନବଜାର ବସିଛି। ଗ୍ରାହକଙ୍କର ପ୍ରବଳ ଭିଡ଼ ଲାଗୁଛି। ଏହାରି ଭିତରେ ଚୋରି, ଡକାୟତି ଭଳି ଅପରାଧିକ ଗତିବିଧି ମଧ୍ୟ ଦେଖାଯାଉଛି। ପୁଲିସ ମୁତୟନ ସହିତ ସିସିଟିଭି ଖଞ୍ଜା ଯାଇଛି।

Khandagiri Mela: ଖଣ୍ଡଗିରି ମେଳାରେ ସାଧୁ-ଭକ୍ତଙ୍କ ମେଳି
- ଭୁବନେଶ୍ବରର ଖଣ୍ଡଗିରିରେ ମାଘମେଳା ଜାରି ରହିଛି। ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ସାଧୁ-ସନ୍ଥଙ୍କ ସମେତ ଭକ୍ତମାନଙ୍କର ଆଗମନ ହେଉଛି। ପାହାଡ଼ର ପାଦଦେଶରେ ବ୍ୟବସାୟୀ ଓ ଗ୍ରାହକମାନେ ଭିଡ଼ ଲଗାଉଛନ୍ତି।
/sambad/media/media_files/2026/01/29/k6-2026-01-29-21-56-13.jpg)
2/sambad/media/media_files/2026/01/29/k5-2026-01-29-21-56-13.jpg)
3. /sambad/media/media_files/2026/01/29/k4-2026-01-29-21-56-13.jpg)
4.
/sambad/media/media_files/2026/01/29/k2-2026-01-29-21-56-13.jpg)
5.
/sambad/media/media_files/2026/01/29/k1-2026-01-29-21-56-13.jpg)
6.
/sambad/media/media_files/2026/01/29/k-2026-01-29-21-56-13.jpg)
ସୌଜନ୍ୟ ସମ୍ବାଦ




