Abu Dhabi: ଆବୁଧାବିରେ ପ୍ରଧାନମନ୍ତ୍ରୀ: ୟୁଏଇ ଉପରେ ଆକ୍ରମଣକୁ ତୀବ୍ର ନିନ୍ଦା

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନିଆ ବିଦେଶ ଯାତ୍ରାର ପ୍ରଥମ ଚରଣରେ ଶୁକ୍ରବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିଛନ୍ତି। ବୈଶ୍ବିକ ଅସ୍ଥିରତା ମଧ୍ୟରେ ମୋଦୀ ପରବର୍ତ୍ତୀ ସମୟରେ ନେଦରଲ୍ୟାଣ୍ଡ, ସ୍ବିଡେନ୍‌, ନରୱେ ଓ ଇଟାଲୀ ଗସ୍ତରେ ଯାଇ ଭାରତ ସହିତ ଉକ୍ତ ‌ଦେଶର ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଉପ‌ରେ ଆଲୋଚନା କରିବେ।

ସୌଜନ୍ୟ ସମ୍ବାଦ