ଖେଳ

Asian Games: ଉଷୁ ଫାଇନାଲ୍‌ରେ ରୋଶିବିନା

ଲଗାତାର ତୃତୀୟ ଏସୀୟ କ୍ରୀଡ଼ା ପଦକ ପକ୍କା କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ଭାରତୀୟ ଉଷୁ ଖେଳାଳି ନାଓରେମ ରୋଶିବିନା ଦେବୀ ଏବେ ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୧୮ ଓ ୨୦୨୩ ସଂସ୍କରଣରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତିଥିବା ରୋଶିବିନା ବୁଧବାର ୬୦ କିଲୋଗ୍ରାମ୍‌...

ଲଗାତାର ତୃତୀୟ ଏସୀୟ କ୍ରୀଡ଼ା ପଦକ ପକ୍କା କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ଭାରତୀୟ ଉଷୁ ଖେଳାଳି ନାଓରେମ ରୋଶିବିନା ଦେବୀ ଏବେ ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୧୮ ଓ ୨୦୨୩ ସଂସ୍କରଣରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତିଥିବା ରୋଶିବିନା ବୁଧବାର ୬୦ କିଲୋଗ୍ରାମ୍‌ ସେମିଫାଇନାଲ୍‌ରେ ଇଣ୍ଡୋନେସିଆର ତାନିଆ କୁସୁମାନିଙ୍ଗ୍‌ତିଆସ୍‌ଙ୍କୁ ୨-୦ରେ ମାତ୍‌ ଦେଇ ଫାଇନାଲ୍‌ରେ ପହଞ୍ଚିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button