ଦେଶ ବିଦେଶ
Supreme Court: ଦୁଷ୍କର୍ମ ବୃଦ୍ଧିକୁ ନେଇ ଉଦ୍ବେଗ ପ୍ରକାଶ କଲେ ସୁପ୍ରିମ୍କୋର୍ଟ, ସାଧାରଣ ସ୍ଥାନ ମହିଳା ଓ ଶିଶୁଙ୍କ ପାଇଁ ବିପଜ୍ଜନକ ହେବା ଉଚିତ ନୁହେଁ
ଦିଲ୍ଲୀ-ଏନ୍ସିଆର୍ରେ ନିକଟରେ ଘଟିଥିବା ଏକାଧିକ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଘଟଣାକୁ ନେଇ ସୁପ୍ରିମ୍କୋର୍ଟ ସୋମବାର ନିଜ ଆଡୁ ମାମଲା ଗ୍ରହଣ କରିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ରେ ନିକଟରେ ଘଟିଥିବା ଏକାଧିକ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଘଟଣାକୁ ନେଇ ସୁପ୍ରିମ୍କୋର୍ଟ ସୋମବାର ନିଜ ଆଡୁ ମାମଲା ଗ୍ରହଣ କରିଛନ୍ତି। ଏହି ଘଟଣାଗୁଡ଼ିକରେ ୨୦୧୨ର ନିର୍ଭୟା କାଣ୍ଡର ଯନ୍ତ୍ରଣାଦାୟକ ସାମଞ୍ଜସ୍ୟ ଥିବା ଦର୍ଶାଇ କୋର୍ଟ ଆଇନଶୃଙ୍ଖଳା ଓ ସାଧାରଣ ନିରାପତ୍ତା ବ୍ୟବସ୍ଥାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ




