ରାଜ୍ୟ

MMDR Amendment Bill ଏମ୍‌ଏମ୍‌ଡିଆର ସଂଶୋଧନ ବିଲ୍ ସୁପ୍ରିମକୋର୍ଟରେ ନିଶ୍ଚୟ କାଟ ଖାଇବ: ନରସିଂହ

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ନେଇ ନରସିଂହ ମିଶ୍ରଙ୍କ ମତ, ସୁପ୍ରିମକୋର୍ଟରେ ଏହା ଖାରଜ ହେବ। ଖଣି ରାଜସ୍ୱ ପ୍ରସଙ୍ଗରେ କଂଗ୍ରେସର ଦାବି।

ଭୁବନେଶ୍ବର: କେନ୍ଦ୍ର ସରକାର ଯେଉଁ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଆଗତ କରିଛନ୍ତି ତାହା ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍‌ ହୋଇଛି। ଏହି ଅପିଲ୍‌କୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ବିଚାରପ୍ରକ୍ରିୟାରେ ଏହି ବିଲ୍‌ ନିଶ୍ଚିତ ଭାବେ କାଟ ଖାଇବ ବୋଲି ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଜି କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button