ଦେଶ ବିଦେଶ

Pakistan’s air strike: ପାକିସ୍ତାନର ବିମାନ ଆକ୍ରମଣ: ଆଫଗାନିସ୍ତାନରେ ୯ ନାଗରିକଙ୍କ ମୃତ୍ୟୁ

ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ପାକିସ୍ତାନ ପକ୍ଷରୁ ରାତିସାରା ବିମାନ ଆକ୍ରମଣ କରାଯାଇଛି। ଏହି ବୋମା ବିସ୍ଫୋରଣରେ ମହିଳା ଓ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ନାଗରିକ ଆହତ ହୋଇଥିବା ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି।

କାବୁଲ: ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ପାକିସ୍ତାନ ପକ୍ଷରୁ ରାତିସାରା ବିମାନ ଆକ୍ରମଣ କରାଯାଇଛି। ଏହି ବୋମା ବିସ୍ଫୋରଣରେ   ମହିଳା ଓ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ନାଗରିକ ଆହତ ହୋଇଥିବା ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ, ପାକିସ୍ତାନର ସୂଚନା ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ଦୁଇଟି ସ୍ଥାନରେ ଥିବା ଆତଙ୍କବାଦୀ ଆଡ଼ା ଉପରେ ଏହି ଆକ୍ରମଣ କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ ୨୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଦୁଇ ଦେଶ ପକ୍ଷରୁ କରାଯାଇଥିବା ମୃତାହତ ଦାବିର ସ୍ୱାଧୀନ ସତ୍ୟାସତ୍ୟ ଯାଞ୍ଚ ହୋଇପାରି ନାହିଁ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button