ରାଜ୍ୟ

Death: ବାଇକ୍‌ ଧକ୍କାରେ ଆହତ ବୃଦ୍ଧଙ୍କ ମୃତ୍ୟୁ

କାଶୀନଗର ଥାନା ବୁଦୁରା ଛକ ନିକଟରେ ବାଇକ୍‌ ଧକ୍କାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଶୁକାରି ଡାଲେୟା (୭୬)ଙ୍କ ମୃତ୍ୟୁ ଘଟିଛି। ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପାରଳାଖେମୁଣ୍ଡି: କାଶୀନଗର ଥାନା ବୁଦୁରା ଛକ ନିକଟରେ ବାଇକ୍‌ଧକ୍କାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଶୁକାରି ଡାଲେୟା (୭୬)ଙ୍କ ମୃତ୍ୟୁ ଘଟିଛି। ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁହୋଇଥିବା ଜଣାପଡ଼ିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button