ଦେଶ ବିଦେଶ

Plane crash: ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୩୨ ଜଣଙ୍କର ମୃତ୍ୟୁ

ଦକ୍ଷିଣ ନାଇଜେରିଆର ବେନିନ୍ ସିଟିରୁ ଲାଗୋସ୍ ଅଭିମୁଖେ ଯାଉଥିବା ଏକ 'ନିୟମିତ ଅଭିଯାନ'ରେ ଯାଉଥିବା ସାମରିକ ବିମାନ ଦୁର୍ଘଟଣାର ସାମ୍ନା କରିଛି। ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟର ଇଗ୍‌ବୋକୋଡା ଠାରେ ଏହି ଦୁର୍ଘଟଣା ଘଟିଛି।

ଆବୁଜା: ଦକ୍ଷିଣ ନାଇଜେରିଆର ବେନିନ୍ ସିଟିରୁ ଲାଗୋସ୍ ଅଭିମୁଖେ ଯାଉଥିବା ଏକ ‘ନିୟମିତ ଅଭିଯାନ’ରେ ଯାଉଥିବା ସାମରିକ ବିମାନ ଦୁର୍ଘଟଣାର ସାମ୍ନା କରିଛି। ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟର ଇଗ୍‌ବୋକୋଡା ଠାରେ ଏହି ଦୁର୍ଘଟଣା ଘଟିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button