ରାଜ୍ୟ
70th State-Level Schoo ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିଅନସିପ୍
ଭୁବନେଶ୍ୱରରେ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ରଗବୀ ଓ ସାଇକ୍ଲିଂ ଚାମ୍ପିଅନସିପ୍ ଆରମ୍ଭ। ୧୪ ଓ ୧୭ ବର୍ଷରୁ କମ୍ ବାଳକବାଳିକା ଭାଗନେଇଛନ୍ତି।

ଭୁବନେଶ୍ୱର: ଭୁବନେଶ୍ୱରର ଆଇ.ଆର୍.ସି. ଭିଲେଜ୍ସ୍ଥିତ ପି.ଏମ୍.ଶ୍ରୀ.ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିଅନସିପ୍–୨୦୨୬ ର ଶୁଭାରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୪ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକାମାନେ ଅଂଶଗ୍ରହଣ କରୁଛନ୍ତି।
ସୌଜନ୍ୟ ସମ୍ବାଦ




