ରାଜ୍ୟ

Widow Pension: ଏସଏମସି ଆଜ୍ଞା ମୁଁ ବେଲମତି ଭୂୟାଁ, ମୁଁ ବଞ୍ଚିଛି

ଏସଏମସି ଆଜ୍ଞା ମୁଁ ବେଲମତି ଭୂୟାଁ। ବୟସ ୭୫ କିନ୍ତୁ ମୁଁ ବଞ୍ଚିଛି। ସମ୍ବଲପୁର ସହର ମୋତିଝରଣରେ ମୋର ଘର। ଝିଆରୀ ସହିତ ରହୁଛି। ଆପଣ ଚାହିଁଲେ ଆମ ଘରକୁ ବୁଲି ଆସିପାରିବେ। ପଡ଼ୋଶୀଙ୍କୁ ପଚାରିଲେବି ଜାଣିପାରିବେ ଯେ ମୁଁ ବଞ୍ଚିଛି।

ସମ୍ବଲପୁର: ଏସଏମସି ଆଜ୍ଞା ମୁଁ ବେଲମତି ଭୂୟାଁ। ବୟସ ୭୫ କିନ୍ତୁ ମୁଁ ବଞ୍ଚିଛି। ସମ୍ବଲପୁର ସହର ମୋତିଝରଣରେ ମୋର ଘର। ଝିଆରୀ ସହିତ ରହୁଛି। ଆପଣ ଚାହିଁଲେ ଆମ ଘରକୁ ବୁଲି ଆସିପାରିବେ। ପଡ଼ୋଶୀଙ୍କୁ ପଚାରିଲେବି ଜାଣିପାରିବେ ଯେ ମୁଁ ବଞ୍ଚିଛି। କିନ୍ତୁ ଆପଣ ମତେ ୨ ବର୍ଷ ହେଲା ମାରି ଦେଇଛନ୍ତି। ସେଥିପାଇଁ ୨ ବର୍ଷ ହେଲା ବିଧବା ଭତ୍ତା ମିଳୁନି। ବହୁତ କଷ୍ଟ ହେଉଛି। ଟିକେ ଦେଖନ୍ତୁ ଭତ୍ତା ପ୍ରଦାନର ବ୍ୟବସ୍ଥା କରନ୍ତୁ ମରିଗଲେ ପଛେ ବନ୍ଦ କରିଦେବେ। ସମ୍ବାଦ ଜରିଆରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଏସଏମସି କମିସନରଙ୍କୁ ଜଣାଇଛନ୍ତି ବେଲମତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button