ରାଜ୍ୟ

Accident: ଢେଙ୍କାନାଳରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ପଛରେ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

ଆଜି ଭୋର ୫ଟା ସମୟରେ ୫୫ ନଂ ଜାତୀୟ ରାଜପଥ ନିମବାହାଳି ଛକ ନିକଟରେ ଛିଡ଼ା ହୋଇ ରହିଥିବା ଏକ ଟ୍ରକ୍ ପଛରେ ଗୋଟିଏ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଫଳରେ ବସ୍ ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିଲେ।

ଓଡ଼ାପଡ଼ା: ଆଜି ଭୋର ୫ଟା ସମୟରେ ୫୫ ନଂ ଜାତୀୟରାଜପଥ ନିମବାହାଳି ଛକ ନିକଟରେ ଛିଡ଼ା ହୋଇ ରହିଥିବା ଏକ ଟ୍ରକ୍ ପଛରେ ଗୋଟିଏ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଫଳରେ ବସ୍ ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିଲେ। ଜଣଙ୍କର ଗୋଟିଏ ହାତ ଛିଡ଼ି ପଡ଼ି ଶରୀରରୁ ଅଲଗା ହୋଇ ଯାଇଥିବା ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button