ଦେଶ ବିଦେଶ
Russia diesel dea: ରୁଷ୍ ସହ ଡିଜେଲ୍ ଚୁକ୍ତିକୁ ନେଇ ଜେଲେନ୍ସ୍କିଙ୍କ ସହ ମତଭେଦ ତୀବ୍ର
ୟୁକ୍ରେନ୍ର ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କୁ ହଟାଇ ଦେଶରେ ନୂଆ ନେତୃତ୍ୱ ଆସିବା ଦରକାର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ୍ ସହ ଡିଜେଲ୍ ଯୋଗାଣ ଚୁକ୍ତିକୁ ନେଇ ଆମେରିକା ଓ ୟୁକ୍ରେନ୍ ମଧ୍ୟରେ ମତଭେଦ ବଢ଼ିଥିବାବେଳେ...

ୱାସିଂଟନ: ୟୁକ୍ରେନ୍ର ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କୁ ହଟାଇ ଦେଶରେ ନୂଆ ନେତୃତ୍ୱ ଆସିବା ଦରକାର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷ୍ ସହ ଡିଜେଲ୍ ଯୋଗାଣ ଚୁକ୍ତିକୁ ନେଇ ଆମେରିକା ଓ ୟୁକ୍ରେନ୍ ମଧ୍ୟରେ ମତଭେଦ ବଢ଼ିଥିବାବେଳେ ଶନିବାର ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ ଏହା କହିଛନ୍ତି। ରୁଷ୍ର ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ର ଆକ୍ରମଣ ବିଶ୍ୱବଜାରରେ ଡିଜେଲ୍ ଯୋଗାଣ ଓ ଦରକୁ ପ୍ରଭାବିତ କରୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।
ସୌଜନ୍ୟ ସମ୍ବାଦ




