ଦେଶ ବିଦେଶ
US Defense Minister: ଶହୀଦଙ୍କ ସମାଧି ଆଗରେ ହସିଲେ ଆମେରିକାର ରକ୍ଷାମନ୍ତ୍ରୀ! ମନ୍ତ୍ରୀଙ୍କୁ ନିୟମ ଶିଖାଇଲେ ଜଣେ ସୈନିକ, ଭିଡିଓ ଭାଇରାଲ୍
ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ରକ୍ଷାମନ୍ତ୍ରୀ। ହାତରେ ଦେଶର ସୁରକ୍ଷାର ଦାୟିତ୍ୱ। ହେଲେ ଦେଶ ପାଇଁ ପ୍ରାଣ ଦେଇଥିବା ଶହୀଦଙ୍କ ସମାଧି ଆଗରେ କେମିତି ଆଚରଣ କରିବାକୁ ହୁଏ, ତାହା ଯେମିତି ଭୁଲିଗଲେ। ଆଉ ମନ୍ତ୍ରୀଙ୍କୁ ଏହି କଥା ମନେ ପକାଇଦେଲେ ଜଣେ ସାଧାରଣ ସୈନିକ ।

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ରକ୍ଷାମନ୍ତ୍ରୀ। ହାତରେ ଦେଶର ସୁରକ୍ଷାର ଦାୟିତ୍ୱ। ହେଲେ ଦେଶ ପାଇଁ ପ୍ରାଣ ଦେଇଥିବା ଶହୀଦଙ୍କ ସମାଧି ଆଗରେ କେମିତି ଆଚରଣ କରିବାକୁ ହୁଏ, ତାହା ଯେମିତି ଭୁଲିଗଲେ। ଆଉ ମନ୍ତ୍ରୀଙ୍କୁ ଏହି କଥା ମନେ ପକାଇଦେଲେ ଜଣେ ସାଧାରଣ ସୈନିକ । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଘଟଣାଟି ଆମେରିକାର ଆର୍ଲିଙ୍ଗଟନ୍ ନ୍ୟାସନାଲ୍ ସିମେଟ୍ରିର।
ସୌଜନ୍ୟ ସମ୍ବାଦ




