ମନୋରଞ୍ଜନ
Tendulkar Family: ଏକାଠି ନଜର ଆସିଲେ ତେନ୍ଦୁଲକର ପରିବାରର ତିନି ମହିଳା: ଶାଶୁ ଅଞ୍ଜଳି ଓ ନଣନ୍ଦ ସାରାଙ୍କ ସହ ସାନିଆଙ୍କ ଜବରଦସ୍ତ ବଣ୍ଡିଂ
କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପରିବାର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର କ୍ରିକେଟ୍ ପାଇଁ ନୁହେଁ, ବରଂ ପରିବାରର ମହିଳାମାନଙ୍କ ମଧ୍ୟରେ ଥିବା ଭଲପାଇବା ଓ ଆତ୍ମୀୟତା ପାଇଁ ସେମାନେ ଚର୍ଚ୍ଚାରେ ରହିଛନ୍ତି।

କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପରିବାର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର କ୍ରିକେଟ୍ ପାଇଁ ନୁହେଁ, ବରଂ ପରିବାରର ମହିଳାମାନଙ୍କ ମଧ୍ୟରେ ଥିବା ଭଲପାଇବା ଓ ଆତ୍ମୀୟତା ପାଇଁ ସେମାନେ ଚର୍ଚ୍ଚାରେ ରହିଛନ୍ତି। ସଚିନଙ୍କ ବୋହୂ ସାନିଆ ଚଣ୍ଡୋକ ନିଜ ଶାଶୁ ଅଞ୍ଜଳି ତେନ୍ଦୁଲକର ଓ ନଣନ୍ଦ ସାରା ତେନ୍ଦୁଲକରଙ୍କ ସହ କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛି।
ସୌଜନ୍ୟ ସମ୍ବାଦ




