ସମ୍ପାଦକୀୟ

Editorial: ଅପହଞ୍ଚ ପଦ୍ମ

ଯେହେତୁ ଅତୀତରେ ଆଜିର ବିକଶିତ ଦେଶମାନେ କରିଥିବା ନିର୍ଗମନ ଯୋଗୁଁ ଜଳବାୟୁରେ ଏଭଳି କ୍ଷତିକାରକ ପରିବର୍ତ୍ତନ ଘଟିଛି, ସେମାନେ ହିଁ ବର୍ତ୍ତମାନ ଏହାର ମୁକାବିଲା ପାଇଁ ବିକାଶଶୀଳ ଦେଶମାନେ ଆବଶ୍ୟକ କରୁଥିବା ସମ୍ବଳ ଯୋଗାଇବା...

ଯେହେତୁ ଅତୀତରେ ଆଜିର ବିକଶିତ ଦେଶମାନେ କରିଥିବା ନିର୍ଗମନ ଯୋଗୁଁ ଜଳବାୟୁରେ ଏଭଳି କ୍ଷତିକାରକ ପରିବର୍ତ୍ତନ ଘଟିଛି, ସେମାନେ ହିଁ ବର୍ତ୍ତମାନ ଏହାର ମୁକାବିଲା ପାଇଁ ବିକାଶଶୀଳ ଦେଶମାନେ ଆବଶ୍ୟକ କରୁଥିବା ସମ୍ବଳ ଯୋଗାଇବା ନ୍ୟାୟସଂଗତ ବୋଲି ବିଚାର କରାଯାଇଥାଏ। ଆଣ୍ଟାଲ୍ୟାଠାରେ କିନ୍ତୁ ଏ ସଂପର୍କିତ ବିବାଦର କୌଣସି ସମାଧାନର ସୂତ୍ର ବାହାରି ପାରିନାହିଁ। ଏହାର ଅର୍ଥ ‘କପ୍୩୧’ର ବିଫଳତା ଦର୍ଶାଇଥାଏ ଯେ ଜଳବାୟୁ ସୁରକ୍ଷାର ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାରେ ଲାଗିଛି। ଯଦି ଏଇ ଧାରା ଅବ୍ୟାହତ ରହେ, ତେବେ ଆମେ ପଦ୍ମ ପାଖରେ ପହଞ୍ଚିବା ବେଳକୁ ସାରା ପୃଥିବୀ ଯେ ପ୍ରଳୟରେ ବିଲୀନ ହୋଇ ଯାଇ ନ ଥିବ, କିଏ କହିବ?

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button