ଦେଶ ବିଦେଶ
Air strike: ସକ୍ରିୟ ହେବ ‘ମକ୍କା ଚୁକ୍ତି’ ହୁତି ବିଦ୍ରୋହୀଙ୍କ ଉପରେ ଏୟାର୍ ଷ୍ଟ୍ରାଇକ୍ ପାଇଁ ପାକିସ୍ତାନ ପ୍ରସ୍ତୁତ
ସାଉଦି ଆରବରେ ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ପାକିସ୍ତାନ ସୀମାପାର ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ସାଉଦି ଆରବର ଶକ୍ତି ଭିତ୍ତିଭୂମି ଉପରେ ହୁତି ଆକ୍ରମଣରେ ୭୩ ଜଣ ଆହତ ହେବା ପରେ...

ଇସଲାମାବାଦ: ସାଉଦି ଆରବରେ ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ପାକିସ୍ତାନ ସୀମାପାର ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ସାଉଦି ଆରବର ଶକ୍ତି ଭିତ୍ତିଭୂମି ଉପରେ ହୁତି ଆକ୍ରମଣରେ ୭୩ ଜଣ ଆହତ ହେବା ପରେ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ‘ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି’ ସକ୍ରିୟ କରାଯିବା ନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




