ଦେଶ ବିଦେଶ
-
ସୋସିଆଲ ମିଡିଆ ଉପରେ ସରକାରୀ କଟକଣା; ୧୮ ବର୍ଷ ନହେଲେ ଆକାଉଣ୍ଟ ମନା
ନୂଆଦିିଲ୍ଲୀ : ଅଠର ବର୍ଷ ନହେଲା ପର୍ଯ୍ୟନ୍ତ ଶିଶୁ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିପାରିବେ ନାହିଁ। ଏ ସମ୍ବନ୍ଧିତ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ…
Read More » -
ଯୌନ ଉତ୍ପୀଡ଼ନ ଖବରରେ ସଂଯମତା ରଖ : ସୁପ୍ରିମକୋର୍ଟ
ନୂଆଦିିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲା ଗୁଡ଼ିକର ରିପୋର୍ଟିଂକୁ ନେଇ ଗଣମାଧ୍ୟମକୁ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ବିଚାରପତି ଜେବି ପାର୍ଦିୱାଲା ଓ କେ…
Read More » -
Pakistan Defence Minister: ସାଉଦିର ଶତ୍ରୁ, ପାକିସ୍ତାନର ମଧ୍ୟ ଶତ୍ରୁ: ହୁତିଙ୍କୁ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ
ଇସଲାମାବାଦ:ପାକିସ୍ତାନ କହିଛି ଯେ, ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧରେ ସାଉଦି ଆରବକୁ ରକ୍ଷା କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବ। ଫଳରେ ଏହା…
Read More » -
Fake Medicine: ନକଲି ଔଷଧ ବିକ୍ରି: ଦୁଇ ଭାରତୀୟ ନାଗରିକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ
ୱାସିଂଟନ: ଫ୍ଲୋରିଡାର ଏକ ଆମେରିକୀୟ ଫେଡେରାଲ୍ କୋର୍ଟରେ ନକଲି ପ୍ରେସକ୍ରିପସନ୍ ଔଷଧର ଅନ୍ତର୍ଜାତୀୟ ବଣ୍ଟନ ରାକେଟ ସହିତ ଜଡିତ ଷଡ଼ଯନ୍ତ୍ର ଏବଂ ଚାଲାଣ ଅଭିଯୋଗରେ ଦୁଇ ଭାରତୀୟ…
Read More » -
Raid and Action: ଗୁଜରାଟରେ ୫ପାକିସ୍ତାନୀ ଗିରଫ! ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ
ଗାନ୍ଧୀନଗର: ଆରବ ସାଗରରେ ଏକ ବଡ଼ ଅଭିଯାନରେ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍ ଲକ୍ଷଦ୍ୱୀପ ନିକଟରେ ପ୍ରାୟ ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି।…
Read More » -
Super intelligence: AI ନୁହେଁ, ଏବେ SI! ଟ୍ରମ୍ପଙ୍କ ବଡ଼ ଘୋଷଣା, ‘ସୁପର୍ ଇଣ୍ଟେଲିଜେନ୍ସ ଯୁଗ’ର ଶୁଭାରମ୍ଭ
ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ନେଇ ବିଶ୍ୱରେ ଚର୍ଚ୍ଚା ଜାରି ଥିବା ବେଳେ ଆମେରିକାରୁ ଆସିଛି ଏକ ବଡ଼ ଖବର। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ…
Read More » -
Lashkar commander hasim musa: ଅପରେସନ୍ ‘କୋରାଗ’ରେ ବଡ଼ ସଫଳତା! ନିହତ ହେଲା ଲଶ୍କରର ଟପ୍ କମାଣ୍ଡର ମୂସା
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ବଡ଼ଗାମ ଜିଲ୍ଲାରେ ସୁରକ୍ଷାବାହିନୀଙ୍କୁ ମିଳିଛି ବଡ଼ ସଫଳତା। ଲଶ୍କର-ଇ-ତୋଏବାର ଜଣେ ଶୀର୍ଷ କମାଣ୍ଡର ହାଶିମ୍ ମୂସା ଓରଫ ‘ଫୌଜି ମୂସା’କୁ ଏକ ଏନ୍କାଉଣ୍ଟରରେ ନିପାତ…
Read More » -
judgment reserved: ଶୁଣାଣି ଶେଷ, ରାୟ ସଂରକ୍ଷିତ: ସୁପ୍ରିମକୋର୍ଟରେ ଡିଜିପି ଚୟନ ପ୍ରକ୍ରିୟା ମାମଲା, ଅକ୍ଟୋବର ୮ରେ ରାୟ ଆସିପାରେ
ନୂଆଦିଲ୍ଲୀ: ଓଡ଼ିଶାର ବହୁଚର୍ଚ୍ଚିିତ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟାକୁ ନେଇ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ବିସ୍ତୃତ ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ଏହି ଶୁଣାଣି…
Read More » -
SIR Scam: ଏସ୍ଆଇଆର୍ କେଳେଙ୍କାରୀ: କାଠଗଡ଼ାରେ ସିଇସି, ଜ୍ଞାନେଶଙ୍କ ବିରୋଧରେ ଆବେଦନ
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ନେଇ ଦାଖଲ ଏକ ଆବେଦନର ଆସନ୍ତା ସପ୍ତାହରେ…
Read More » -
Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ଭାରତ ସରକାର ଆସନ୍ତା ୨ ଅକ୍ଟୋବରରୁ ୩୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଚଳାଇବେ। ଏହା ଅଭିଯାନର ଷଷ୍ଠ ସଂସ୍କରଣ। ଏଥିରେ ସ୍ୱଚ୍ଛତା ଓ ସରକାରୀ ବକେୟା…
Read More »