ଦେଶ ବିଦେଶ
-
Mizoram: ଛୁଟିରେ ଘରକୁ ଫେରୁଥିବା ସୈନିକଙ୍କୁ ମିଜୋରାମରେ ପିଟିପିଟି ହତ୍ୟା, ୮ ଗିରଫ
ନୂଆଦିଲ୍ଲୀ: ଛୁଟିରେ ଘରକୁ ଫେରୁଥିବା ଜଣେ ୨୯ ବର୍ଷୀୟ ସୈନିକଙ୍କୁ ମିଜୋରାମର କୋଲାଶିବ ଜିଲ୍ଲାରେ ଦଳେ ଯୁବକ ପିଟିପିଟି ହତ୍ୟା କରିଛନ୍ତି। ରବିବାର ସନ୍ଧ୍ୟାରେ ବୁଆଲପୁଇ ଗାଁ…
Read More » -
Congress : ଅକ୍ଟୋବର ୫ ଯାଏଁ ନ୍ୟାୟିକ ହାଜତରେ ରହିବେ ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀ
କୋଲକାତା: ନନ୍ଦୀଗ୍ରାମ ଉପନିିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ମିଲନ ପ୍ରଧାନଙ୍କ ପ୍ରଚାର ଆଶା ଧୂଳିସାତ୍ ହୋଇଛି। ୨୦୦୭ ମସିହାର ନନ୍ଦୀଗ୍ରାମ ଜମି ଅଧିଗ୍ରହଣ ଆନ୍ଦୋଳନ…
Read More » -
Jamui: ଜାମୁଇରେ ଦଶମ ଶ୍ରେଣୀର ଦୁଇ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଭିଡିଓ ଭାଇରାଲ୍ ପରେ ୩ ଗିରଫ, ଏସ୍ଆଇଟି ଗଠନ
ପାଟନା: ବିହାରର ଜାମୁଇ ଜିଲ୍ଲାରେ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ କିଛି ଯୁବକ ନିର୍ଯାତନା ଦେବା ଘଟଣାର ଭିଡିଓ ଭାଇରାଲ୍…
Read More » -
IIT Bombay: ଛାତ୍ର ଆତ୍ମହତ୍ୟା ବିବାଦ: ପ୍ରଫେସର୍ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍ ପଦରୁ ହଟାଇଲା ଆଇଆଇଟି ବମ୍ବେ
ନୂଆଦିଲ୍ଲୀ: ଆଇଆଇଟି ବମ୍ବେର ଛାତ୍ର ସାହିଲ ୱାକୋଡ୍ଙ୍କ ମୃତ୍ୟୁକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହେବାପରେ ଅନୁଷ୍ଠାନ ପ୍ରଫେସର୍ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍ ପଦରୁ ହଟାଇଛି। ତେବେ…
Read More » -
Manipur: ମଣିପୁରରେ ୧୫ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା ଚଳିତ ମାସରେ ୧୦ ଜଣଙ୍କର ହିଂସାରେ ମୃତ୍ୟୁ
ଇମ୍ଫାଲ: ମଣିପୁରରେ ଗତ କିଛି ଦିନ ହେବ ପୁଣି ହିଂସା ମୁଣ୍ଡ ଟେକିଛି। ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାର ତାମେଇରେ ଜଣେ ୧୫ ବର୍ଷୀୟ ନାବାଳକଙ୍କୁ ଗୁଳି କରି…
Read More » -
TMC: ଟିଏମ୍ସିର ନାମ -ଚିହ୍ନ ବିବାଦ ମମତାଙ୍କ ଆବେଦନର ଜରୁରୀ ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍ସି)ର ନାମ ଓ ଚିହ୍ନକୁ ନେଇ ନିର୍ବାଚନ କମିସନ୍ (ଇସି)ଙ୍କ ଅନ୍ତରୀଣନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା…
Read More » -
US: ହୁତିଙ୍କ ଉପରେ ଆକ୍ରମଣରୁ ଶେଷ ମୁହୂର୍ତ୍ତରେ ଓହରିଲା ଆମେରିକା
ୱାସିଂଟନ: ୟେମେନରେ ଇରାନ-ସମର୍ଥିତ ହୁତିଙ୍କ ବିରୋଧରେ ଆମେରିକା ପ୍ରସ୍ତାବିତ ବିମାନ ଆକ୍ରମଣକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ କରିଛି। ରିପୋର୍ଟ ଅନୁଯାୟୀ, ଆକ୍ରମଣ ପାଇଁ ଟାର୍ଗେଟ୍ ତାଲିକା ଅନୁମୋଦନ…
Read More » -
Arrested: ପଞ୍ଜାବୀ ୟୁଟ୍ୟୁବର୍ ମନି ସୋକର୍ ଗିରଫ, ୫ ବିଦେଶୀ ପିସ୍ତଲ ଜବତ
ଜଳନ୍ଧର: ବେଆଇନ ଅସ୍ତ୍ର ରଖିବା ଓ କାରବାର ସନ୍ଦେହରେ ପଞ୍ଜାବୀ ୟୁଟ୍ୟୁବର୍ ମନପ୍ରୀତ ସିଂହ ଓରଫ୍ ମନି ସୋକର୍ଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫକରିଛି। ସେମାନଙ୍କଠାରୁ…
Read More » -
Ayodhya Ram temple: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲା
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରୁ ୧୦୫ ଥର ଦାନ ଚୋରି ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ମନ୍ଦିରର ସିସିଟିଭି ଫୁଟେଜ୍, ସାକ୍ଷୀଙ୍କ ବୟାନ ଓ ଦାନ ରେକର୍ଡ ଆଦି…
Read More » -
Tata Sons: ଟାଟା ସନ୍ସ ବନାମ ଟାଟା ଟ୍ରଷ୍ଟ, ଲମ୍ବା
ମୁମ୍ବାଇ: ଶତାଧିକ ବର୍ଷ ପୁରୁଣା କର୍ପୋରେଟ ସାମ୍ରାଜ୍ୟ ଟାଟା ପତିଆରକୁ ନେଇ ଦୁଇ ଭାଗ ହୋଇଯାଇଛି। ଗୋଟିଏ ପଟେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କ…
Read More »