ଦେଶ ବିଦେଶ
-
Delhi Man: ପୂର୍ବତନ ସହକର୍ମୀଙ୍କୁ ଭେଟିବାକୁ ଯାଇ ନିଖୋଜ, ନାଳରୁ ମିଳିଲା ଯୁବକଙ୍କ ମୃତଦେହ
ନୂଆଦିଲ୍ଲୀ: ଦିଲ୍ଲୀରୁ ଗୁରୁଗ୍ରାମ ଯାଇ ପୂର୍ବତନ ସହକର୍ମୀଙ୍କୁ ଭେଟିବା ପରେ ନିଖୋଜ ହୋଇଯାଇଥିବା ୩୧ ବର୍ଷୀୟ ଯୁବକ ଯୁବରାଜ ସିଂହ ମନଚନ୍ଦାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ଗୁରୁଗ୍ରାମର…
Read More » -
Supreme Court: ମାମଲା ଫଇସଲା ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ଦେଇହେବ ନାହିଁ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ହାଇକୋର୍ଟ କିମ୍ବା ଜିଲ୍ଲା ଅଦାଲତରେ ମାମଲା ଫଇସଲା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ସପକ୍ଷରେ ନାହାନ୍ତି ସୁପ୍ରିମ୍କୋର୍ଟ। ହାଇକୋର୍ଟଗୁଡ଼ିକରେ ମାମଲାର ବୋଝ ଓ ପ୍ରତ୍ୟେକ…
Read More » -
Air India Express: ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ୪ ପାଇଲଟ୍ଙ୍କ ସହ ୮ କ୍ରୁ ସଦସ୍ୟ ନିଲମ୍ବିତ
ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ମଧ୍ୟରେ ମଦ୍ୟପାନ ପରୀକ୍ଷା ନ କରାଇବା ଅଭିଯୋଗରେ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ୮ ଜଣ କ୍ରୁ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ମଧ୍ୟରେ…
Read More » -
QuadQuantum: ଓଡ଼ିଶାରେ ନିବେଶ କରିବ ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍କ୍ବାଣ୍ଟମ୍
ଭୁବନେଶ୍ବର: ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍କ୍ବାଣ୍ଟମ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read More » -
UPI transactions: ୟୁପିଆଇ କାରବାରରେ ଲାଗିବ ୦.୪% ଶୁଳ୍କ: ~୨ ହଜାରରୁ ଅଧିକ ପୈଠରେ ଆଦାୟ ହେବ-ଅକ୍ଟୋବର ୧୫ରୁ ଲାଗୁ
ନୂଆଦିଲ୍ଲୀ: ଦୀର୍ଘଦିନର ପ୍ରତୀକ୍ଷା ପରେ ୟୁପିଆଇ କାରବାର ପାଇଁ ସରକାର ଆଜି ଏମ୍ଡିଆର୍ (ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍) ଘୋଷଣା କରିଛନ୍ତି। ୨ ହଜାର ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ…
Read More » -
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଲାଭ କେବଳ ଧନୀ ଓ ସମ୍ପନ୍ନ ଲୋକଙ୍କ ମଧ୍ୟରେ ସୀମିତ ରହିଯିବ କି ଏବଂ ଏହା ଧନୀ-ଗରିବଙ୍କ ମଧ୍ୟରେ ଅସମାନତା ବଢ଼ାଇବ…
Read More » -
Manipur: ଭୟଙ୍କର ରୂପ ନେଉଛି ମଣିପୁର ହିଂସା: ଜମିରେ କାମ କରୁଥିବାବେଳେ ୨ ଆଦିବାସୀ ମହିଳାଙ୍କୁ ଗୁଳି କରି ହତ୍ୟା
ଇମ୍ଫାଲ: ମଣିପୁରରେ ହିଂସା ଭୟଙ୍କର ରୂପ ନେଉଛି। ରବିବାର କୁକି ସମ୍ପ୍ରଦାୟର ୪ ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଆଜି ପୁଣି ଜିରିବାମ ଜିଲ୍ଲାର ଲେସାଙ୍ଗ କୁକି ଗ୍ରାମରେ…
Read More » -
Himalayan Glaciers Melting: ହିମାଳୟର ହିମବାହ ତରଳିବା ଗତି ୬୫% ବଢ଼ିଛି
ନୂଆଦିଲ୍ଲୀ: ହିମାଳୟର ହିମବାହ ବା ହିମନଦଗୁଡ଼ିକ ଏକ ଦଶନ୍ଧି ପୂର୍ବ ତୁଳନାରେ ଏବେ ୬୫% ଅଧିକ ଦ୍ରୁତ ଗତିରେ ବରଫ ହରାଉଛନ୍ତି। ହିମନଦ ତରଳିବାର ପ୍ରାୟ ଏକ-ତୃତୀୟାଂଶ ପାଇଁ…
Read More » -
Supreme Court: ସୁପ୍ରିମ୍କୋର୍ଟଙ୍କୁ ରିପୋର୍ଟ ଦେଲା କମିଟି; ୨,୨୪୨ ଏକର ଜମି ଜବରଦଖଲମୁକ୍ତ ହୋଇଛି
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ୧୦,୮୦୦ ଏକରରୁ ଅଧିକ ପ୍ରତିରକ୍ଷା ବିଭାଗ ଜମି ଏବେ ମଧ୍ୟ ବେଆଇନ ଦଖଲରେ ରହିଛି। ପ୍ରତିରକ୍ଷା ଜମିରେ ଜବରଦଖଲ ସମ୍ପର୍କିତ ମାମଲାର…
Read More » -
Britain: ୨୦ ବର୍ଷ ଧରି ପତ୍ନୀଙ୍କୁ ନିଶା ଦେଇ ଦୁଷ୍କର୍ମ, ଫଟୋ ବାଣ୍ଟୁଥିଲେ ସ୍ୱାମୀ
ମାଞ୍ଚେଷ୍ଟର: ବ୍ରିଟେନ୍ର ଗ୍ରେଟର ମାଞ୍ଚେଷ୍ଟର ଅଞ୍ଚଳରେ ୨୦ ବର୍ଷରୁ ଅଧିକ ସମୟ ଧରି ନିଜ ପତ୍ନୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା, ଯୌନ ନିର୍ଯାତନା ଦେବା ଓ ଅନ୍ୟ…
Read More »