ଦେଶ ବିଦେଶ
-
ପୁଣି ଆକ୍ରମଣ ପାଇଁ ଇରାନକୁ ଟ୍ରମ୍ପଙ୍କ ଧମକ
ତେହରାନ : ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଟ୍ରମ୍ପ…
Read More » -
ଉଦ୍ଧାରକାରୀ ଦଳ ପଠାଇଲା ଭାରତ ; ଶବ ରଖିବାକୁ ସ୍ଥାନାଭାବ, ନେପାଳ ସୀମାରେ ଟ୍ରକ୍ର ଲମ୍ବା ଧାଡ଼ି
ନୂଆଦିଲ୍ଲୀ : ବନ୍ୟା ପ୍ରଭାବିତ ନେପାଳକୁ ଭାରତ ସହାୟତାର ହାତ ବଢ଼ାଇଛି। ୧୦ ଟନ ମାନବୀୟ ସହାୟତା ନେଇ ଭାରତର ତୃତୀୟ ଉଡ଼ାଣ କାଠମାଣ୍ଡୁରେ ପହଞ୍ଚି ଯାଇଛି।…
Read More » -
ତିବ୍ବ୍ତରେ ପୁଣି ଭାଙ୍ଗିଲା ହ୍ରଦ; ଖାଲି କରାଗଲା ଗାଁ ; ଶୁଖୁନି ଲୁହ, ଥମୁନି କୋହ
କାଠମାଣ୍ଡୁ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନେପାଳ ପ୍ରକୃତି କୋପର ଶିକାର ହୋଇଛି। ଅଚାନକ ଆସିଥିବା ବନ୍ୟା ସବୁଜ ଭୂମିକୁ ଧୂମିଳ କରିଦେଇଛି। ରୌଦ୍ରରୂପ ଧାରଣ କରି,…
Read More » -
Trump: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ମେନନଙ୍କୁ ଟ୍ରମ୍ପଙ୍କ ପ୍ରଶଂସା: ମହାନ ଆମେରିକୀୟ କହି କାର୍ଯ୍ୟାଳୟକୁ ନିମନ୍ତ୍ରଣ କଲେ
ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ଅନିଲ ମେନନଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ମହାନ ଆମେରିକୀୟ, ଦେଶପ୍ରେମୀ ଏବଂ ଜଣେ ସାହସୀ ବ୍ୟକ୍ତି…
Read More » -
India Strategic: ମଧ୍ୟ ଏସିଆରେ ଭାରତ ପାଇଁ ନୂଆ ସୁଯୋଗ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ ଦିନିଆ ଉଜବେକିସ୍ତାନ- କିର୍ଗିଜସ୍ତାନ ଗସ୍ତ
ନୂଆଦିଲ୍ଲୀ:ଭାରତ ମଧ୍ୟ ଏସିଆରେ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅଗଷ୍ଟଠାରୁ ଉଜବେକିସ୍ତାନ ସହିତ ସମ୍ପର୍କକୁ ମଜବୁତ କରିବା ଏବଂ କିର୍ଗିଜସ୍ତାନରେ ବାର୍ଷିକ ସାଂଘାଇ ସହଯୋଗ ସଂଗଠନ…
Read More » -
Oil Deal: ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଇତିହାସର ସର୍ବବୃହତ ତୈଳ ଚୁକ୍ତି: ୬୫ ବିଲିୟନ ବ୍ୟାରେଲ ତେଲ ଉପରେ ଆମେରିକାର ନିୟନ୍ତ୍ରଣ
ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ସହିତ ଏକ ବଡ଼ ଚୁକ୍ତି ଘୋଷଣା କରିଛନ୍ତି। ଯଦି ଏହି ଚୁକ୍ତି କାର୍ଯ୍ୟକାରୀ ହୁଏ,ତେବେ ଆମେରିକା ଭେନେଜୁଏଲାରେ ଥିବା ବିଶାଳ ତୈଳ ଭଣ୍ଡାରକୁ ପ୍ରବେଶ…
Read More » -
ICMOD warns: ଆଇସିଏମ୍ଓଡିର ଚେତାବନୀ: ପୁଣି ମହାବିପତ୍ତିର ଡର
କାଠମାଣ୍ଡୁ: ନେପାଳରେ ସମ୍ପ୍ରତି ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟା ପରେ ଏବେ ପୁଣି ଏକ ବିପର୍ଯ୍ୟୟର ଆଶଙ୍କା ଦେଖାଦେଇଛି। ତରଳ ବରଫ ପ୍ରବାହରୁ ତଳକୁ ଆସିଥିବା ଆବର୍ଜନା ଏକ…
Read More » -
Foreign rescue team: ବିଦେଶୀ ଉଦ୍ଧାରକାରୀ ଦଳ ପ୍ରତ୍ୟାଖ୍ୟାନକୁ ନେଇ ଅଡ଼ୁଆ: ଏନ୍ଡିଆର୍ଏଫ୍ ପଠାଇବାକୁ ଭାରତର ସ୍ୱତନ୍ତ୍ର ପ୍ରସ୍ତାବ
କାଠମାଣ୍ଡୁ: ନେପାଳ ଦ୍ୱାରା ବିଦେଶୀ ଉଦ୍ଧାରକାରୀ ଦଳକୁ ପ୍ରତ୍ୟାଖ୍ୟାନ କରାଯିବା ଚର୍ଚ୍ଚା ମଧ୍ୟରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଏକ ସ୍ପଷ୍ଟୀକରଣ ଜାରି କରିଛି। ପ୍ରଳୟଙ୍କରୀ ବନ୍ୟାରେ ଏ…
Read More » -
Uttarakhand: ନେପାଳ ବନ୍ୟା ପରେ ସତର୍କ ଉତ୍ତରାଖଣ୍ଡ: ହିମବାହ ହ୍ରଦ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ କଡ଼ା ନଜର
ଡେରାଡୁନ: ପଡ଼ୋଶୀ ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରୁ ଶିକ୍ଷା ନେଇ ଉତ୍ତରାଖଣ୍ଡ ସରକାର ରାଜ୍ୟର ହିମବାହ ହ୍ରଦ, ନଦୀ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜରଦାରି…
Read More » -
Nepal-Tibet floods: ନେପାଳ-ତିବ୍ବତ ଜଳ ପ୍ରଳୟ: ପାହାଡ଼ି ‘ସୁନାମି’ର କରାଳ ପଥ
ପ୍ରଳୟଙ୍କରୀ ଜଳସ୍ରୋତ ମାତ୍ର କେଇ ଘଣ୍ଟାରେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଜନବସତିକୁ ସମ୍ପୂର୍ଣ୍ଣ ଧୋଇଦେଇଛି। ଚୀନ୍ ଏବଂ ନେପାଳ ସୀମାରେ ଘଟିଥିବା ଅତି ଭୟାନକ ପାହାଡ଼ି ବନ୍ୟାର ବିସ୍ତୃତ…
Read More »